Breaking News

ଭଞ୍ଜନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ୭୫ତମ ଆଜାଦି କି ଅମୃତ ମହୋତ୍ସବ ପାଳନ


 
ଭଞ୍ଜନଗର -  ଭଞ୍ଜନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ  ୭୫ତମ ଆଜାଦି କି ଅମୃତ ମହୋତ୍ସବ ପାଳନ କରାଯାଇଛି ।   ଏହି କାର୍ଯ୍ୟକ୍ରମ ରେ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ  ଗୋପବନ୍ଧୁ ମହାପାତ୍ର, ଉପାଧ୍ୟକ୍ଷା  ଶୁଭଶ୍ରୀ ଦାସ ,ନିର୍ବାହୀ ଅଧିକାରୀ  ଆଶୁତୋଷ ଗୌରବ କର,ସମାଜସେବୀ ଶୂଳପାଣି ଶତପଥୀ , କନ୍ଧମାଳ ସାଂସଦ ଙ୍କ ଏନ୍ଏସି ପ୍ରତିନିଧି ପଞ୍ଚାନନ ପାଳ ଏବଂ  ସମସ୍ତ କାଉନସିଲର ଓ ବିଜ୍ଞାପିତ ଅଞ୍ଚଳ ପରିଷଦ ର ସମସ୍ତ କର୍ମଚାରୀ ଉପସ୍ଥିତ  ରହିଥିଲେ । ଭଞ୍ଜନଗର ସହରକୁ ସଫା ରଖିବା  ଭଦେଶ୍ୟ ନେଇ ଏକ ବିରାଟ ପଦଯାତ୍ରାରେ କାର୍ଯ୍ୟଳୟରୁ ବାହାରି ଖାଲାସି ସାହି ,ଷ୍ଟେଟ ବ୍ୟାଙ୍କ୍ ଛକ, ବସଷ୍ଟାଣ୍ଡ ତହସିଲଦାର ଛକ  ଦେଇ କାର୍ଯ୍ୟଳୟ ପହଞ୍ଚିଥିଲା ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୭/୯/୨୦୨୨----୮,୨୦ Sakhigopal News,17/9/2022

Blog Archive

Popular Posts