ରୋଡ ଡିଭାଇଡର ଉପରକୁ ଚଡିଗଲା ଟ୍ରକ
ସାକ୍ଷୀଗୋପାଳ ---- ଭୁବନେଶ୍ୱର-ପୁରୀ ୩୧୬ନଂ ଜାତୀୟ ରାଜପଥର ସାକ୍ଷୀଗୋପାଳ କଲେଜଛକ ନିକଟ ବଡକାଞ୍ଜିଆ ଗ୍ରାମ ମୁଣ୍ଡରେ ଏକ ଡଷ୍ଟଗୁଣ୍ଡ ଲଦା ହୋଇଥିବା ଟ୍ରକ ଭାରସାମ୍ୟ ହରାଇ ରୋଡ ଡିଭାଇଡର ଉପରେ ଜଡିଗଲା । ଗାଡି ନଂ ଓଡି, ୦୨, ବିଓ, ୯୦୫୯ ବୋଲି ଜଣାପଡିଛି । ଦୁର୍ଘଟଣା ଘଟିବା ପରେ ଗାଡି ଚାଳକ ଗାଡିଟିକୁ ଛାଡି ଦେଇ ଫେରାର ହୋଇଯାଇଛି । ସତ୍ୟବାଦୀ ପୋଲିସ ଖବର ପାଇ ଦୁର୍ଘଟଣା ଗସ୍ତ ଗାଡିଟିକୁ ଜବତ କରି ଜାତୀୟ ରାଜପଥ ବିଭାଗର କ୍ରେନ ମାଧ୍ୟମରେ ରାସ୍ତା ଡିଭାଉଡ ଉପରୁ କାଡିଥିଲେ ।ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୭/୯/୨୦୨୨---୬,୪୦
Sakhigopal News, 17/9/2022