>>
  • ଜଙ୍ଗଲ ନିକଟରେ ଚାଲିଥିଲା କରତ କଳ,ଲକ୍ଷାଧିକ ମୂଲ୍ୟର ଶାଗୁଆନ୍ କାଠ ଜବତ
  • >>
  • ସତ୍ୟବାଦୀ ବ୍ଳକ ପ୍ରଶାସନ ମୁଣ୍ଡ ନୁଆଁଇଲା , ମଞ୍ଜୁର ହୋଇଥିବା ଯାଗାରେ କାମ ନ ହୋଇ ଅନ୍ୟଟି କାମ ; ବନ୍ଦ ରହିଲା କାମ
  • >>
  • ଜଟଣୀ ସହରରେ ଓଡିଶା ବନ୍ଦର ସମ୍ୟକ ପ୍ରବାହ , ବ୍ୟବସାୟୀ ଭାଇମାନଙ୍କ ସ୍ୱତଃପ୍ରତ ସମର୍ଥନ
  • >>
  • ଭଞ୍ଜନଗରରେ ଓଡିଶା ବନ୍ଦ ଶାନ୍ତି ପୂର୍ଣ୍ଣ ଭାବେ ପାଳନ
  • >>
  • ବିଜେପି ସରକାର ଡାଉନ୍ ଡାଉନ୍ , ସତ୍ୟବାଦୀ ରେ ଓଡ଼ିଶା ବନ୍ଦ ସଫଳ ଦେଖିବାକୁ ମିଳିଛି
  • >>
  • ସାକ୍ଷୀଗୋପାଳ - ଅଳଗୁମ ଓଭରବ୍ରିଜ ସର୍ଭେ ଦୁତୀୟ ଦିନ ; ଡ୍ରୋନ କ୍ୟାମେରା ଦ୍ବାରା ଫଟୋ ଉତ୍ତୋଳନ
  • >>
  • ସାକ୍ଷୀଗୋପାଳ ପୋଲିସ ପକ୍ଷରୁ ଚୋରା ବାଲି ଟ୍ରକ ଜବତ
  • >>
  • ଫକୀରମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ମ୍ରୁତ୍ୟୁ ଘଟଣାକୁ ନେଇ ସତ୍ଯବାଦୀ ଯୁବ କଂଗ୍ରେସ ପକ୍ଷରୁ ଦୀପଦାନ ଓ ବିକ୍ଷୋଭ
  • >>
  • ଭଞ୍ଜନଗର ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ବୈଠକ
  • >>
  • ସାକ୍ଷୀଗୋପାଳ - ଅଳଗୁମ ଓଭରବ୍ରିଜ ସର୍ଭେ ଚାଲିଥିବା ବେଳେ ବିରୋଧ କଲେ ବ୍ୟବସାୟୀ; ପ୍ରଶାସନ ମୁଣ୍ଡ ନୁଆଇଁଲା ବ୍ୟବସାୟୀଙ୍କ ନିକଟରେ
  • >>
  • ଜଟଣୀ ପୌରପରିଷଦ ପକଳ୍ପ ନାମରେ ହରିଲୁଟ
  • >>
  • ଭଞ୍ଜନଗର ରୋଟାରୀ କ୍ଳବର ୧୮ ତମ ଅଧିଷ୍ଠାନ ଦିବସ ପାଳିତ
  • >>
  • ଗାଲେରୀ ପାଠଶାଳାର ତୃତୀୟ ବାର୍ଷିକ ଉତ୍ସବ ପାଳିତ
  • >>
  • ୟୁବି ହାଇସ୍କୁଲରେ ବନ ମହୋତ୍ସବ ପାଳନ : “ଏକ୍ ପେଡ୍ ମାଁ କେ ନାମ୍ “ ଅନୁଷ୍ଠିତ
  • >>
  • ତ୍ୟାଗମୟ ଜୀବନ ଏକ ଆଦର୍ଶ, ଦୟାନନ୍ଦଙ୍କ ଜୀବନ ଦର୍ଶନ ମାଟି ପାଇଁ ଏକ ଉପାଦାନ
  • ସାବିତ୍ରୀ ମହିଳା ମହାବିଦ୍ୟାଳୟରେ ସାଇ ସୁଦର୍ଶନ ସଚେତନତା



    ଭଞ୍ଜନଗର-- ମଣିଷ ଶରୀରରେ ଥିବା ଅନ୍ୟ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ପ୍ରତ୍ୟଙ୍ଗ ମଧ୍ୟରେ ଚକ୍ଷୁ ହେଉଛି ବହୁତ ମୂଲ୍ୟବାନ।ଏମିତି ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ଭଞ୍ଜନଗର ସାବିତ୍ରୀ ମହିଳା ମହାବିଦ୍ୟାଳୟରେ ।ଖବର ନେବାରେ ଚକ୍ଷୁ ବିନା ସାରା ଦୁନିଆ ପୁରା ଅନ୍ଧକାର।ତେଣୁ ଚକ୍ଷୁର ଯତ୍ନ,ମୃତ୍ୟୁ ପରେ ଚକ୍ଷୁ ଦାନ ସମ୍ପର୍କରେ ସଚେତନତା ଓ ଦୃଷ୍ଟିହୀନତା ଦୂରୀକରଣ ନିମନ୍ତେ ଶ୍ରୀ ସତ୍ୟସାଇ ସେବା ସଙ୍ଗଠନ, ଓଡିଶା ତରଫରୁ ଆରମ୍ଭ ହୋଇଛି ସାଇ ସୁଦର୍ଶନ କାର୍ଯ୍ୟକ୍ରମ। ଭଞ୍ଜନଗର ସାବିତ୍ରୀ ମହିଳା ମହାବିଦ୍ୟାଳୟ ଠାରେ ଏହି ସଚେତନତା କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।ଏଥିରେ ସାଇ ସୁଦର୍ଶନ ସେବା ସଙ୍ଗଠନର ମୁଖ୍ୟ ନୃସିଂହ ନାଥ,ଗଞ୍ଜାମ ଜିଲ୍ଲା ଆଧ୍ୟାତ୍ମିକ ସଂଯୋଜକ ଟି. ସୁଦର୍ଶନ ପାତ୍ର, ଜିଲ୍ଲା ସେବା ସଂଯୋଜକ ଶିବ ନାହାକ,ଜିଲ୍ଲା ସଭାପତି-୨ ଦେବାଶିଷ ମିଶ୍ର,ସମାଜସେବୀ ଶୂଳପାଣି ଶତପଥି ଓ ଶିକ୍ଷାବିତ ଅଜିତ କୁମାର ଶତପଥି ଯୋଗ ଦେଇ ଚକ୍ଷୁର ଉପାଦେୟତା, ଚକ୍ଷୁ ସମସ୍ୟାର ସମାଧାନ, ମୃତ ବ୍ୟକ୍ତିଙ୍କ ଚକ୍ଷୁଦାନ ଓ ଦୃଷ୍ଟିହୀନଙ୍କୁ ସାହାଯ୍ୟ କରିବା ଏବଂ ଆଗାମୀ ଦିନରେ କିଭଳି ଅଧିକ ଚକ୍ଷୁଦାତା ସୃଷ୍ଟି କରିବା ଉପରେ ମତ ବ୍ୟକ୍ତ କରିଥିଲେ। ଏହି କାର୍ଯ୍ୟକ୍ରମକୁ ସାବିତ୍ରୀ ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷ ଜୟରାମ ସେନାପତି ସଂଯୋଜନା କରିଥିବା ବେଳେ ଯୋଜନା ଅଧୀକାରୀଣି ଜୟଲକ୍ଷ୍ମୀ ରଥ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ । ଆବାହକ ସ୍ବରାଜ୍ୟ ପାତ୍ର,ବିରଞ୍ଚ ନାରାୟଣ ଆଚାର୍ଯ୍ୟ,ଉର୍ମିଳା ପାଟଯୋଗୀ,ପ୍ରଭାତି ମିଶ୍ର,ସସ୍ମିତା ମିଶ୍ର,ମିସ୍ ଶ୍ରେୟା ପ୍ରଧାନ, ପ୍ରେମାନନ୍ଦ ମଲ୍ଲିକ,ଓ ପଙ୍କଜ ଦାଶ ସମେତ ଅଧ୍ୟାପକଅଧ୍ୟାପିକାସମେତ  କର୍ମଚାରୀ ଓ  ବହୁ ଛାତ୍ରୀ ଉପସ୍ଥିତ ଥିଲେ । କିଛି ଛାତ୍ରୀ ଉତ୍ସାହିତ ହୋଇ ଚକ୍ଷୁଦାନ ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି ।
    ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୫/୯/୨୦୨୨--୮,୫୦ Sakhigopal News,15/9/2022

    Blog Archive

    Popular Posts