କୃଷ୍ଣାନନ୍ଦପୁର ସେବାସମବାୟ ସମିତିରେ ଧାନମଣ୍ଡି ଖୋଲିଲା
କୁଜଙ୍ଗ--- ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ କୃଷ୍ଣାନନ୍ଦପୁର ସେବା ସମବାୟ ସମିତିରେ ଧାନମଣ୍ଡି ଉଦଘାଟିତ ହୋଇଯାଇଛି । ଏହିମଣ୍ଡିକୁ ବିଷୁନପୁର ସରପଞ୍ଚ ବସନ୍ତ ମହାପାତ୍ର ଉଦଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସମିତିର ସଭାପତି ଧୃବ ଚରଣ ଦାସ, ସମ୍ପାଦକ ସୁଶାନ୍ତ କୁମାର ମହାପାତ୍ର, ବିଷନପୁର ସମିତିସଭ୍ୟ ଅମୁଲ୍ୟ କୁମାର ମହାପାତ୍ର, ସମିତି ବୋର୍ଡ ସଭ୍ୟ ପ୍ରତାପ ନାୟକ,ସହସମ୍ପାଦକ ନିରଞ୍ଜନ ସେଠୀ, ଚାଷି ଶ୍ରୀଧର ବେହେରା, ସୀତାକାନ୍ତ ମହାନ୍ତିଙ୍କ ସମେତ ବହୁଚାଷି ଉପସ୍ଥିତ ରହିଥିଲେ ।
ଜଗତସିଂପୁରରୁ ପ୍ରଳୟ କୁମାର ମହାପାତ୍ର
ଜଗତସିଂପୁରରୁ ପ୍ରଳୟ କୁମାର ମହାପାତ୍ର