Breaking News

ତାଲିମ ଶିଳ୍ପ କେନ୍ଦ୍ର ପରିଦର୍ଶନ

ବେଗୁନିଆ---- ବେଗୁନିଆ ବ୍ଲକ ବାଘମାରୀ ପଞ୍ଚାୟତ ଅନ୍ତର୍ଗତ  ପଣସବସ୍ତ  ଗ୍ରାମରେ ଭୁବନେଶ୍ୱର ହସ୍ତ କୁଟିର ଶିଳ୍ପ ନିଦ୍ଦେର୍ଶାଳୟ ପକ୍ଷରୁ  ବେକାର ଯୁବକ,ଯୁବତୀ ଓମହିଳା ମାନଙ୍କୁ  ଆତ୍ମ ନିର୍ଭରଶିଳ କରିବା ପାଇଁ  ଜିଲ୍ଲା ଶିଳ୍ପ କେନ୍ଦ୍ର  ସହଯୋଗରେ ଛ ମାସ କାଗଜ ମୁଖା ତାଲିମ  ପ୍ରଶିକ୍ଷଣ ଦିଆଯାଉଛି । ଏହି କେନ୍ଦ୍ରରେ ପ୍ରମୋଦ କୁମାର ପଣ୍ଡା ପ୍ରଶିକ୍ଷକ ଭାବରେ ପ୍ରଶିକ୍ଷଣ ଦେଉଛନ୍ତି  ।ଭୁବନେଶ୍ୱର ଜିଲ୍ଲା ଶିଳ୍ପ କେନ୍ଦ୍ରର ସହ ପ୍ରବନ୍ଧକ ସୁନିଲ ପଟ୍ଟନାୟକ ଓ ଆଇପିଓ ପ୍ରେମାନନ୍ଦ ନାଥ ପହଞ୍ଚି ଆବଶ୍ୟକୀୟ କାଗଜା ପତ୍ର ତନକି କରିବା ସହ ପ୍ରଶିକ୍ଷଣ କେନ୍ଦ୍ରକୁ  ପ୍ରୋତ୍ସାହନ ରାଶି ପ୍ରଦାନ କରିଥିଲେ । 
 ବେଗୁନିଆରୁ ଯୋଗେଶ୍ୱର ପଣ୍ଡା 

Blog Archive

Popular Posts