Breaking News

ବ୍ରିଜ ତଳକୁ କାର ଖସି -ଜଣେ ମୃତ ୨ଗୁରୁତର


 B mohapatra
Pipili

ପିପିଲି -ଭୂବନେଶ୍ବର ପୁରୀ ଜାତୀୟ ରାଜପଥ ୩୧୬ ନମ୍ଵର ପିପିଲି ଥାନା ଅନ୍ତର୍ଗତ ଉତ୍ତରାଫାଣ୍ଡି ଅଧିନ କେଇସି କଲେଜ ନିକଟସ୍ଥ ପେଟ୍ରୋଲ ଟାଙ୍କି ସାମ୍ନାରେ ରାସ୍ତା ତଳକୁ ବିଳମ୍ବିତ ରାତିରେ ଦୁର୍ଘଟଣାଗ୍ରସ୍ତ ହୋଇ ତଳକୁ ଖସି ପଡିଥିଲା  ।  ଏଥିରେ କାର ଚାଳକଙ୍କର  ମୃତ ହୋଇଛି । ଅନ୍ୟ ଦୁଇ ଜଣ ଗୁରୁତର ହୋଇଛନ୍ତି । ମୃତକ ଜଣକ ହେଲେ ଯାଜପୁର ଜିଲା ସୁକିନ୍ଦା ଥାନା ହାତୀବାରୀ ଗ୍ରାମର ଦେବଦତ୍ତ ଦାସ( ୩୦)ଏବଂ ଆହତ ଜଣକ ଚିତ୍ତରଞ୍ଜନ ରାଉତ( ୩୦) ଦୁଇ ଜଣ ଯାକ ସାଙ୍ଗ । ଆହତ କୁ କ୍ଯାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ବୋଲି ପିପିଲି ପୁଲିସ ଠାରୁ ସୂଚନା ମିଳିଛି    ।
 ପିପିଲି ରୁ ବିଜୟ କୁମାର ମହାପାତ୍ର

Blog Archive

Popular Posts