Breaking News

ଓଡିଶା ରାଜ୍ୟ ବିଦ୍ୟୁତ ଶ୍ରମିକ କର୍ମଚାରୀ ସଂଘର ବାର୍ଷିକ ବୈଠକ

ପୁରୀ ---- ପୁରୀ ଓଡିଶା ରାଜ୍ୟ ବିଦ୍ୟୁତ ଶ୍ରମିକ କର୍ମଚାରୀ ସଂଘର ୫୭ତମ ବାର୍ଷିକ ଅଧିବେଶନ ଟାଉନହଲ ଠାରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ସଂଗଠନର ଉପସଭାପତି ଡ.ରାମଚନ୍ଦ୍ର ଖୁଣ୍ଟିଆଏହି ଅଧିବେଶନକୁ ପ୍ରଦୀପ ପ୍ରଜ୍ୱଳନ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ  । ପୁରୀ ଲୋକସଭା ସଦସ୍ୟ ପିନାକୀ ମିଶ୍ର ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ  । ସେସୁର ବରିଷ୍ଠ ମାନବ ସମ୍ବଳ ଅଧିକାରୀ ସୁବ୍ରତ କୁମାର ମିଶ୍ର ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିଲେ  । କର୍ମଚାରୀ ମାନେ ଏକ ହୋଇ କାର୍ଯ୍ୟ କରିଲେ ନିଶ୍ଚୟ ସଫଳ ମିଳିପାରିବ ବୋଲି ଅତିଥି ମାନେ ମତ ପ୍ରକାଶ କରିଥିଲେ  ।
 j sheti
puri
 ପୁରୀରୁ ଜୟନ୍ତ କୁମାର ସେଠୀ

Blog Archive

Popular Posts