Breaking News

କଲ୍ୟାଣପୁର ଡିଗ୍ରୀ ମହାବିଦ୍ୟାଳୟ ପକ୍ଷରୁ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ



ଡେଲାଙ୍ଗ ------ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଳକ ଅନ୍ତର୍ଗତ କଲ୍ୟାଣପୁରଡ୍ରିଗୀ ମହାବିଦ୍ୟାଳୟ ପକ୍ଷରୁ ଗାନ୍ଧୀଜିଙ୍କ ୧୫୦ତମ ଜନ୍ମ ବାର୍ଷିକ ଉପଲକ୍ଷେ ଫିଟ ଇଣ୍ଡିଆ ଏବଂ ୟୁଥ ରେଡକ୍ରସ ପକ୍ଷରୁ  ସ୍ୱଚ୍ଛତା ଓ ପଲିଥିନି ବର୍ଜନ ପାଇଁ ଏକ ସଚେତନତା ରାଲି କରାଯାଇଥିଲା  । ଏହି ଅବସରରେ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ କଲ୍ୟାଣପୁର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରଏବଂ କଲ୍ୟାଣପୁର ବଜାର ସଫେଇ କରିଥିଲେ  । କଲ୍ୟାଣପୁର ପଲିଥିନି ମୁକ୍ତ ଗ୍ରାମ କରିବା ପାଇଁ ଲୋକମାନଙ୍କୁ ସଚେତନତା କରାଇଥିଲେ  । ମହାବିଦ୍ୟାଳୟର ଅଧ୍ୟକ୍ଷ ବ୍ରଜ କିଶୋର ସାହୁ, ରେଡକ୍ରସ କାଉନସିଲର ଅଧ୍ୟାପକ ବଦୈଶ୍ୱର ତ୍ରିପାଠୀ , ଅଧ୍ୟାପକ ଲକ୍ଷ୍ମୀଧର ବଳ, ତୁଷାର ପଟ୍ଟନାୟକ, ଅନନ୍ତ ଚରଣ ବଳବନ୍ତରାୟ, ପ୍ରଶାନ୍ତ ଦାସ, ଅଧ୍ୟାପିକା ଦମୟନ୍ତି ପରିଡା, ନର୍ମଦା ମହାପାତ୍ର, ସ୍ୱପ୍ନାରାଣୀ ପାଇକରାୟ ଓ ବିଶ୍ୱଜିତି ମହାପାତ୍ର, ବିକ୍ରମ କେଶରୀ ସୁବୁଧି, ଲକ୍ଷ୍ମୀକାନ୍ତ ପରିଡା, ନିବେଦିତା ପରିଡା, ସର୍ବେଶ୍ୱର ଜେନା, ପ୍ରଶତୀ ପରିଡା, ଗୋବିନ୍ଦ ଚନ୍ଦ୍ର ପ୍ରଧାନ, ଦୁର୍ଯ୍ୟେଧନ ନାୟକ, ନିତିନ ବରାଳ, ସୁବାସ ଓ ଚରଞ୍ଜିବୀ ପ୍ରଧାନ ପ୍ରମୁଖ କାର୍ଯ୍ୟକ୍ରମ ପରିଚଳାନାରେ ସହଯୋଗ କରିଥିଲେ  ।
 ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts