ଡି,କେ ମିସ୍ତୀ ଷ୍ଟାଫ ସଂଗଠନର ଚତୁର୍ଥ ବାର୍ଷିକ ଉତ୍ସବ
ଡେଲାଙ୍ଗ ---- ଡେଲାଙ୍ଗ ଷ୍ଟେସନ ବଜାର ଛକରେ ଡି.କେ ମିସ୍ତୀ ଓ ଷ୍ଠାଫ ସଂଗଠନର ଚତୁର୍ଥ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଡେଲାଙ୍ଗ ବ୍ଳକର ବିଜେଡି ସଭାପତି ବୈରାଗୀ ଜେନା ଯୋଗଦେଇ ରାଜ୍ୟ ସରକାର ନିର୍ମାଣ ଶ୍ରମିକ ଏ ମାଧ୍ୟମରେ ମିସ୍ତୀ ଓ ଲେବର କାମ କରୁଥିବା ଶ୍ରମିକ ବାନଙ୍କୁ ସହଯୋଗ କରାଯାଉଛି ବୋଲି ଶ୍ରୀ ଜେନା କହି
ଥିଲେ । ଡେଲାଙ୍ଗର ଯୁବନେତା ଦୀପକ ଜେନା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଡି.କେ ମିସ୍ତୀ ସଂଗଠନର ସଭାପତି ଧରଣି ଭୋଇ, ପ୍ରଶାନ୍ତ ( କାଳିଆ) ଜେନା, ଜୟନ୍ତ ନାୟକ ପ୍ରମୁଖ ଶ୍ରମିକ ନେତାମାନେ ଉପସ୍ଥିତ ରହିଥିଲେ ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି
![]() |
Delang News |
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି