Breaking News

ସ୍କୁଲରୁ ନାଗସାପ ଉଦ୍ଧାର

ହାଟଡ଼ିହି-----  ହାଟଡିହି ବ୍ଲକ ଡିମିରିଆ ସ୍କୁଲ ପରିସରରୁ ଏକ ନାଗସାପକୁ ଉଦ୍ଧାର କରାଯାଇଛି । ପୂଜା ଛୁଟିପରେ ଆଜି ସ୍କୁଲ ଖୋଲାଯିବାପରେ ପିଲାମାନେ ଶ୍ରେଣୀ କକ୍ଷକୁ ଯିବାବେଳେ ଏକ ବଡ ନାଗସାପ ଶୋଇଥିବା ଦେଖିବାକୁ ପାଇଥିଲେ । ଏହାକୁନେଇ ଛାତ୍ରଛାତ୍ରୀ ମାନେ ଆତଙ୍କିତ ହୋଇପଡିଥିଲେ । ଏନେଇ ଜଂଗଲ ବିଭାଗକୁ  ଖବର ଦେବାପରେ ହଦଗଡ ଜଂଗଲ ବିଭାଗର କର୍ମଚାରୀମାନେ ପହଞ୍ଚି ସାପଟିକୁ ଉଦ୍ଧାର କରି ଗଡଚଣ୍ଡୀ ଜଙ୍ଗଲରେ ଛାଡି ଦେଇଥିବା ଜଣଣାଯାଇଛି ।
B Biswal
Hatadhi News
 ହାଟଡିହିରୁ ବିକାଶ ବିଶ୍ୱାଳ

Blog Archive

Popular Posts