Breaking News

ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ର ସମ୍ପ୍ରସାରଣ ନିମନ୍ତେ ଶିଳାନ୍ୟାସ

  ଯୋଡ଼ା ---- ଜେ, ଏସ , ଡବ୍ୟୁ କମ୍ପାନୀ ଦ୍ୱାରା ଯୋଡ଼ା ବ୍ଲକ ଅନ୍ତର୍ଗତ ବାସୁଦେବ ପୁର ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ର ସମ୍ପ୍ରସାରଣ ନିମନ୍ତେ ଈ ଦଶଲକ୍ଷ ଟଙ୍କାରେ ନୂତନ ଗୃହ ନିର୍ମାଣ କରାଯିବା ପାଇଁ ଶିଳାନ୍ୟାସ କରାଯାଇଛି । ଯାହା ଦ୍ଵାରା କି ୫ଟି ଗ୍ରାମପଞ୍ଚାୟତ ର ଜନସାଧାରଣ ଉତ୍ତମ ସ୍ୱାସ୍ଥ୍ୟ ସେବା ପାଇ ପାରିବେ ବୋଲି ଜେ, ଏସ , ଡବ୍ୟୁ କମ୍ପାନୀର ଅଧିକାରୀ ମାନେ କହିଛନ୍ତି।
କେନ୍ଦୁଝର
G c Sahoo
joda news
ରୁ ଗଣେଶ ଚନ୍ଦ୍ର ସାହୁ

Blog Archive

Popular Posts