Breaking News

ବାଲିଗୁଡ଼ା ରେ ଅଜଣା ରୋଗ ,; ୯ମାସର ପିଲାର ମୁଣ୍ଡ ବଢୁଛି

  କନ୍ଧମାଳ---- କନ୍ଧମାଳ ଜିଲ୍ଲାରେ ଦିନକୁ ଦିନ ଅଜଣା ରୋଗ ଆତଙ୍କ ସୃଷ୍ଟି କରୁଛି । ଏବେ ଜଣେ ନଅ ମାସ ର ପିଲାର ମୁଣ୍ଡ ହଠାତ୍ ବଢ଼ିବାରେ ଲାଗିଛି ।  ବାଲିଗୁଡା ବ୍ଲକ ର ବାଟାଗୁଡା ପଞ୍ଚାୟତର  ଏକ ନଅ ମାସର ପିଲା ର ବଡ ମୁଣ୍ଡ ହୋଇ ଯାଇଛି ।  ପିଲାର ନାମ ପ୍ରତିଭା ମାଲିକ  । ପ୍ରଥମେ ତାଙ୍କୁ ବାଲିଗୁଡା ମେଡିକାଲ ରେ ଭର୍ତି କରାଯାଇଥିଲା  । ସେଠାରୁ ତାଙ୍କୁ ଫୁଲବାଣୀ ମେଡିକାଲ କୁ ସ୍ଥାନନ୍ତରିତ କରାଯାଇଥିଲା  । ଏହି ଘଟଣା ଟି ଜାଣିଲା ପରେ  ଜିଲ୍ଲାପାଳ ଓ ବାଲିଗୁଡା ବିଧାୟକ ସାହାର୍ଯ୍ୟ କରିବା ଆଗେଇ ଆସିଥିବା ଜଣାପଡିଛି । ବର୍ତମାନ ସେ କଟକ ବଡ ମେଡିକାଲ ରେ ଚିକିତ୍ସା ହୋଉଥିବା ଜଣାପଡିଛି । 

କନ୍ଧମାଳରୁ ମନୋଜ କୁମାର ପଣ୍ଡା

Blog Archive

Popular Posts