ଶ୍ରୀନିବାସ ଖଣ୍ଡାଇ ସ୍ମୃତି ସଂସଦ ଷଡଙ୍ଗ ପକ୍ଷରୁ ସୃଜନଶୀଳ ବିକାଶ ପ୍ରତିଯୋଗୀତା ୬ରେ
ହାଟଡ଼ିହି ----ଶ୍ରୀନିବାସ ସ୍ମୃତି ସଂସଦ ଷଡଙ୍ଗର ବାର୍ଷିକ ଉତ୍ସବ ପାଇଁ ଛାତ୍ରଛାତ୍ରୀ ମାନଙ୍କର ଲୁକ୍କାୟିତ ପ୍ରତିଭାର ଉନ୍ମୋଚନ ପାଇଁ ସୃଜନଶୀଳ ବିକାଶ (ରଚନା) ପ୍ରତିଯୋଗୀତା ଆୟୋଜନ କରି ଆସୁଅଛି । ପ୍ରତିବର୍ଷ ପରି ଚଳିତବର୍ଷ ଆସନ୍ତା ୬ତାରିଖ ରବିବାର ଦିନ ଷଡଙ୍ଗ ହାଇସ୍କୁଲ ଠାରେ ଏହା ଅନୁଷ୍ଠିତ ହେବ । ଏଥିରେ କନିଷ୍ଠ ଓ ବରିଷ୍ଠ ବିଭାଗ କରାଯାଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସୃଜନଶୀଳ (ରଚନା) ପ୍ରତିଯୋଗୀତା ଅନୁଷ୍ଠିତ ହେବ । ସକାଳ୧୦ଟାରୁ ଏହି ପ୍ରତିଯୋଗୀତା ଅନୁଷ୍ଠିତ ହେବାକୁ ଥିବାବେଳେ ପ୍ରତି ବିଦ୍ୟାଳୟରୁ ପ୍ରତ୍ୟେକ ବିଭାଗରେ ଜଣେ ଲେଖା,ଁ ଛାତ୍ରଛାତ୍ରୀ ଏଥିରେ ଅଂଶ ଗ୍ରହଣ କରିପାରିବେ ବୋଲି ସମ୍ପାଦକ ଜଣାଇଛନ୍ତି । \ହାଟଡିହିରୁ ବିକାଶ ବିଶ୍ୱାଳ
sakhigopal news
hatadihi news
sakhigopal news
hatadihi news