Breaking News

ସତ୍ଯବାଦୀ ବ୍ଳକରେ କାଳିଆ ଯୋଜନା କାର୍ଯ୍ଯ ତଦାରଖ କଲେ କୃଷି ଉପନିର୍ଦ୍ଦେଶକ


ସାକ୍ଷୀଗୋପାଳ---- ସତ୍ୟବାଦୀ ବ୍ଳକରେ  ରାଜ୍ୟ ସରକାରଙ୍କ ଚାଷୀ ମାନଙ୍କର ଉନ୍ନତି ପାଇଁ କାଳିଆ ଯୋଜନା ପ୍ରଣୟନ କରାଯାଇଛି । ଏହି ଯୋଜନାରେ ନାମ ପଞ୍ଚିକରଣ କାର୍ଯ୍ୟ ଚାଲିଥିବା ବେଳେ କୃଷି ଉପନିର୍ଦ୍ଦେଶକ ଏସ. ଚନ୍ଦ୍ର ଶେଖର ରାଓ କାର୍ଯ୍ୟକ୍ରମର ତଦାରଖ କରିଥିଲେ । ଏହା ଦାୟତ୍ୱରେ ଥିବା କର୍ମଚାରୀ ମାନଙ୍କୁ ସୁବିଧା ଅସୁବିଧା ସମ୍ପର୍କେ ପଚାରି ବୁଝିଥିଲେ ।  ଏହି ତଦାରଖ ସମୟରେ ଅତିରକ୍ତି ବିଡିଓ ପ୍ରସନ୍ନ କୁମାର ମହାନ୍ତି ଓ ସିଇଓ କମଳ କୁମାର ଆଚାର୍ଯ୍ୟ ଉପସ୍ଥିତ ରହିଥିଲେ । 

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି 

Blog Archive

Popular Posts