Breaking News

ତାରସିଂ ପୁଲିସର ଚଢ଼ାଉ, ରନ୍ଧାମଦ ଜବତ ଜଣେ ଗିରଫ



ଭଞ୍ଜନଗର --   ତାରସିଂ ଥାନା ଅଧୀନରେ ଥିବା ଗାଲେରୀ ଫାଣ୍ଡି ଅନ୍ତର୍ଗତ ବଦାଙ୍ଗି ହାଡିଆ ସାହିରେ ଚାଲିଥିବା ବେଆଇନ ମଦଭାଟି ଉପରେ ତାରସିଂ ପୁଲିସ ଚଢାଉ କରି  ଘଟଣା ସ୍ଥଳରୁ   ୪୦ ଲିଟର ରନ୍ଧାମଦ ଜବତ କରିବା ସହ ପ୍ରାୟ୩୦୦ରୁ ଉଦ୍ଧ ପୋଚ ନ ନଷ୍ଟ କରିଛି । ଜଣଙ୍କୁ ଗିରଫ କରାଯାଇଛି। ସେହେଲେ ବଦାଙ୍ଗି ଗ୍ରାମରେ ଥିବା ହାଡିଆ ସାହିର ବିଜୟ ସାହୁ । ଗିରଫ ଅଭିଯୁକ୍ତଙ୍କୁ ଭଞ୍ଜନଗର କୋର୍ଟ ଚାଲାଣ କରାଯାଇଥିବା ତାରସିଂ ଥାନା ଅଧିକାରୀ ବିଜୟ କୁମାର ସାହୁ ସୂଚନା ଦେଇଛନ୍ତି I ଜିଲ୍ଲାରେ ମଦମୃତ ପରେ ତାରସିଂ ପୁଲିସ ବିଭିନ୍ନ  ଗ୍ରାମରେ ବେଆଇନ ଭାବେ ଚାଲିଥିବା ରନ୍ଧାମଦ ଉପରେ ଚଢ଼ାଉ କରାଯାଉଛି ବୋଲି ତାରସିଂ ଥାନା ଅଧିକାରୀ ଶ୍ରୀ ସ୍ବାଇଁ କହିଛନ୍ତି । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୦/୯/୨୦୨୪----୭,୩୦ Sakhigopal News,10/9/2024

Blog Archive

Popular Posts