ବିଦ୍ୟୁତ କାଟ ହେବ
ସାକ୍ଷୀଗୋପାଳ ---ଆପଣମାନଙ୍କ ଅବଗତି ନିମନ୍ତେ ଜଣାଇଦିଆଯାଉଛି କି ଆସନ୍ତାକାଲି ଶନିବାର ତା -(21.09.2024) ଦିନ 33 kv line ର ମରାମତି ନିମନ୍ତେ ସକାଳ 08.00 ଘଟିକା ଠାରୁ ଦିନ 04.00ଘଟିକା ଯାଏଁ ସାକ୍ଷୀଗୋପାଳ,ବିଶ୍ୱନାଥପୁର ,ସରଙ୍ଗଯୋଡ଼ି, କୋଠସାହି,ସାତଶଂଖ, ଅଲଗୁମ ଏବଂ ଶୁକଳ ଅଞ୍ଚଳରେ ବିଦ୍ୟୁତ ସରବାରହା ବନ୍ଦ ରହିବ ।
ଆପଣଙ୍କ ସେବାରେ TPCODL । ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୨୦/୯/୨୦୨୪----୯,୨୫ Sakhigopal News ,20/9/2024