ବରଗଡ଼ ---- ବରଗଡ ଜିଲ୍ଲା ଭେଡେନ କଲ୍ୟାଣ ମଣ୍ଡପ ଠାରେ ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଭେଡେନ ଅମୃତ୍ କୁଟୁମ୍ ଓ ତ୍ରିଲୋଚନ ନେତ୍ରାଲୟ , ସମ୍ବଲପୁର ମିଳିତ ଆନୁକୁଲ୍ୟରେ ଆୟୋଜିତ ହୋଇଥିଲା। ଏଥିରେ ମୋଟ ୧୧୦ ଜଣଙ୍କ ଚକ୍ଷୁ ପରୀକ୍ଷା କରାଯାଇଥିଲା । ସେଥିମଧ୍ୟରୁ ୧୮ ଜଣଙ୍କ ମୋତିଆବିନ୍ଦୁ ଅପରେସନ କରିବା ପାଇଁ ତ୍ରିଲୋଚନ ନେତ୍ରା ସମ୍ବଲପୁର ପଠାଇ ଦିଆଯାଇଛି। ଏହି ଅବସରରେ ଡାଃ ଦେବାଶିଷ, ସୁମନ୍ତ ଭୋଇ ଅନ୍ୟାନ୍ୟ ଟେକନିସିଆନ ଓ ଭେଡେନ ଅମୃତ୍ କୁଟୁମ୍ ର ଉପସଭାପତି ଘନଶ୍ଯାମ ଅଗ୍ରୱାଲ, ସଂପାଦକ ଭୀଷ୍ମ ସିଂ ଛନ୍ଦ, ଶମ୍ଭୁପ୍ରସାଦ ମେହେର, ଗୋପୀନାଥ ମେହେର, ଭୀମ ଦୁବସାଗର ଓ ଅନ୍ୟାନ୍ୟ ସଦସ୍ଯ ଉପସ୍ଥିତ ରହି ପରିଚାଳନା ସହଯୋଗ କରିଥିଲେ। ପରିଶେଷରେ ଘନଶ୍ୟାମ ଅଗ୍ରୱାଲ ଧନ୍ୟବାଦ ଅର୍ପଣ କରିଥିଲେ। ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୧୪/୯/୨୦୨୪----୧୦,୨୦ Sakhigopal News,14/9/2024