Breaking News

ଇଶ୍ବରଙ୍କ ପ୍ରସାଦକୁ ଅପମାନିତ କରୁଥିବା ବିଧର୍ମୀ ମାନଙ୍କର ବିନାଶ ପାଇଁ ନବନିର୍ମିତ ସୂର‌୍ୟ୍ୟ ମନ୍ଦିରରେ ଯଜ୍ଞ

 



କୋଣାର୍କ,୨୮.୦୯-  କୋଣାର୍କ ସ୍ଥିତ ବେଠିଆଗଦା ଠାରେ ନବ ନିର୍ମିତ ନୂତନ ସୂର‌୍ୟ୍ୟ ମନ୍ଦିର ପରିସରରେ ବିଧର୍ମୀ ମାନଙ୍କ ଦ୍ବାରା ଇଶ୍ବରଙ୍କ ନୈବେଦ୍ୟକୁ ଅପମାନିତ କରୁଥିବା ବିଧର୍ମୀ ମାନଙ୍କର ବିନାଶ ପାଇଁ ଶୁକ୍ରବାର ଅପରାହ୍ନରେ ହୋମଯଜ୍ଞ କରାଯାଇଛି । ସୂର‌୍ୟ୍ୟ ମନ୍ଦିର ନିର୍ମାଣ ଶାଳା ଅଧକ୍ଷ ମୁକେଶ ଜୈନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର‌୍ୟ୍ୟକ୍ରମରେ ପୂର୍ବତନ ସାଂସଦ ବାବା ପ୍ରସନ୍ନ ପାଟ୍ଟଶାଣୀ ଯୋଗ ଦେଇଥିଲେ । ଖ୍ରୀଷ୍ଟିଆନ ଧର୍ମାବଲମ୍ବୀ ଜଗନ୍ ମୋହନ ରେଡ୍ଡୀଙ୍କ ଦ୍ଵାରା ତିରୁପତି ବାଲାଜୀ ଓ ଭେଙ୍କଟେସ ମନ୍ଦିରରେ ଲଡୁ ଓ ପ୍ରସାଦରେ ଘୁଷୁରୀ ଏବଂ ମାଛର ଚର୍ବିରେ ତିଆରି ହେଉଥିବା ନେଇ ଅଭିଯୋଗ ହେବା ପରେ ଖ୍ରୀଷ୍ଟିଆନ ଧର୍ମାବଲମ୍ବୀ ଜଗନ୍ ମୋହନ ରେଡ୍ଡୀ, କରୁଣାକରନ୍ ରେଡ୍ଡୀ ଏବଂ ଆନ୍ତର୍ଜାତୀୟ ଇଂରାଜୀ ଖ୍ରୀଷ୍ଟିଆନ ଶକ୍ତି ଦ୍ୱାରା ବିସ୍ତାର କରୁଛନ୍ତି ବେଲି  ବାବା ପ୍ରସନ୍ନ ପାଟ୍ଟଶାଣୀ କହିଥିଲେ । ଏହାକୁ ପୋପ୍ ଏବଂ ଆନ୍ତର୍ଜାତୀୟ ଖ୍ରୀଷ୍ଟିଆନ ବାହିନୀର ଷଡଯନ୍ତ୍ର ବୋଲି କହିଛନ୍ତି ସେ କହିଥିଲେ । 


ଏହି ଅବସରରେ ନୂତନ କୋଣାର୍କ ସୂର‌୍ୟ୍ୟ ମନ୍ଦିରର ସଭାପତି ଶ୍ରୀ ମୁକେଶ ଜୈନ କହିଛନ୍ତି 

ଖ୍ରୀଷ୍ଟି ଧର୍ମାବଲମ୍ବୀ କରୁଣାକରନ୍ ରେଡ୍ଡୀ ଷଡଯନ୍ତ୍ର କରି ତାମିଲନାଡୁର ଆର୍ କମ୍ପାନୀ ଦ୍ବାରା ଖ୍ରୀଷ୍ଟିଆନ ମାଲିକଙ୍କୁ ଘିଅ ଯୋଗାଣ ପାଇଁ ଆଦେଶ ଦେଇ ପ୍ରଭୁ ଭେଙ୍କଟେଶ୍ୱରାଙ୍କୁ ଘିଅ ପ୍ରଦାନ କରିବାକୁ ଉଦମ୍ୟ କରିଥିଲେ ଏବଂ ଆନ୍ଧ୍ରପ୍ରଦେଶକୁ ଖ୍ରୀଷ୍ଟିଆନ ରାଜ୍ୟ କରିବା ପାଇଁ ପୋପଙ୍କ ସହ ଷଡଯନ୍ତ୍ର କରିଥିଲେ । ଏହି ଅବସରରେ ସନାତନ ଧର୍ମ ରକ୍ଷା ସଂଗଠନର ରାଷ୍ଟ୍ରୀୟ ସଭାପତି ଶ୍ରୀ ମାଣିକ ଦେଶମୁଖ କହିଛନ୍ତି । ଏବେରୁ ସଜାଗ ନହେଲେ ବିଧର୍ମୀ କାୟା ବିସ୍ତାର କରିଥିଲେ ।


ହିନ୍ଦୁ ଧର୍ମର ରକ୍ଷା ପାଇଁ ଭାରତ ସରକାର ଏକ ସ୍ୱତନ୍ତ୍ର ନିୟମ ତିଆରି କରିବା ଏବଂ ଏହି ବିଧର୍ମୀ ମାନଙ୍କୁ ଗିରଫ କରିବା ଉଚିତ୍, ଯେଉଁମାନେ ପ୍ରଭୁ ଭେଙ୍କଟେଶ୍ୱର ଏବଂ ତାମିଲନାଡୁର ଆର୍ କମ୍ପାନୀର ଖ୍ରୀଷ୍ଟିଆନ ମାଲିକଙ୍କୁ ଗାଈ ଏବଂ ଘୁଷୁରୀ ଚର୍ବି ପ୍ରଦାନ କରିଥିଲେ ଏବଂ ସେମାନଙ୍କୁ ସର୍ବସାଧାରଣରେ ଫାଶୀ ଦେବା କିମ୍ବା ଜୀବନ୍ତ ଦଗ୍ଧ କରିବା ସହିତ ଦଣ୍ଡ ଦେବା ଉଚିତ୍ ବୋଲି ଶ୍ରୀଯୁକ୍ତ ଜୈନ କହିଛନ୍ତି । 


 Sakhigopal News, 29/9/2024


Blog Archive

Popular Posts