>>
  • ରାହୁଲ ଗାନ୍ଧୀଙ୍କ ପ୍ରତି ଅସାଳୀନ ମନ୍ତବ୍ୟ ପ୍ରତିବାଦରେ ଡେଲାଙ୍ଗରେ ପୁରୀ ସାଂସଦଙ୍କ କୁଶପୁତଳିକା ଦାହ
  • >>
  • ବୀରରାମଚନ୍ଦ୍ରପୁର ଗ୍ରାମରେ ଚମ୍ପକଦ୍ୱାଦଶୀ ଅବସରରେ କାଠଚକ୍ର ଆସତବାଜି ପ୍ରଦର୍ଶନ ; ଗ୍ରାମ ବୁଲି ଦୁଆରି ଭୋଗ ଖାଇ ଫେରିଲେ ଠାକୁର ଠାକୁରାଣୀ
  • >>
  • ଗୁରୁଙ୍କ ସ୍ଥାନ ସମାଜରେ ସବୁଠୁ ଉର୍ଦ୍ଧ୍ୱରେ ,ଆଦର୍ଶ ପ୍ରଧାନଶିକ୍ଷକ ରମେଶ ପ୍ରଧାନଙ୍କୁ ଅଵସର ସମ୍ବର୍ଦ୍ଧନା
  • >>
  • ବେକରେ ରସି ଲଗାଇ, ଯୁବକଙ୍କ ଆତ୍ମହତ୍ୟା
  • >>
  • ବିବାହ ଦିନକୁ ମନେ ରଖିବା ପାଇଁ ରକ୍ତଦାନ ଶିବିର
  • >>
  • ଜଟଣୀର ବିଭିନ୍ନ ସ୍ଥାନରେ ପାଳିତ ହେଲା ‘ଇଦ୍‌-ଉଲ୍‌-ଜୁହା’
  • >>
  • ବିକଶିତ କୃଷି ସଙ୍କଳ୍ପ ଅଭିଯାନ କାର୍ଯ୍ୟକ୍ରମ
  • >>
  • ଭଞ୍ଜନଗରରେ ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ
  • >>
  • କଇଁଣ୍ଡି ଅଞ୍ଚଳ କାଳଞ୍ଜି ସମାଜର ପ୍ରତିଭା ସଂମ୍ମାନ ଉତ୍ସବ
  • >>
  • ବିଷ ପିଇ ମହିଳାଙ୍କ ଆତ୍ମହତ୍ୟା ଅଭିଯୋଗ
  • >>
  • ଜଟଣୀ ପୌରପରିଷଦର ଅଜବ ନିୟମ ; ପୁରାତନ ଡ୍ରେନ ର ପୁନଃରୁଦ୍ଧାର ନ କରାଯାଇ ଚାଲିଛି ନୂତନ ଡ୍ରେନ ନିର୍ମାଣ , ୱାର୍ଡ ବାସିନ୍ଦାଙ୍କ ଅସନ୍ତୋଷ
  • >>
  • ଶ୍ରୀ ଜଗନ୍ନାଥଙ୍କ ସେନାପଟ ସେବାପାଇଁ ସାକ୍ଷୀଗୋପାଳରୁ ବଉଳକାଠ ବର୍ଣ୍ଣାଢ଼୍ୟ ଶୋଭାଯାତ୍ରାରେ ଶ୍ରୀକ୍ଷେତ୍ର ଗମନ
  • >>
  • ଖୋର୍ଦ୍ଧା ରୋଡ଼ ମଣ୍ଡଳ ପକ୍ଷରୁ ଆନ୍ତର୍ଜାତୀୟ ଲେଭେଲ୍ କ୍ରସିଙ୍ଗ ସଚେତନତା ଦିବସ
  • >>
  • ଖୋର୍ଦ୍ଧା ରୋଡ୍ ଡିଭିଜନ ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳିତ
  • >>
  • ବିଶ୍ଵ ପରିବେଶ ଦିବସ ଅବସରରେ ଆଇଆଇଟି ଭୁବନେଶ୍ଵର ପକ୍ଷରୁ ବୃକ୍ଷରୋପଣ
  • ଦେଶ ସ୍ବାଧୀନତାର ୭୭ ବର୍ଷ ପରେ ବି ଗାଁକୁ ଭଲ ରାସ୍ତାଟିଏ ନାହିଁ


    ବରଗଡ଼ ---- ଆଉ ଆଠ ଦିନ ପରେ ଆମେ ୭୮ତମ ସ୍ବାଧୀନତା ଦିବସ ପାଳନ କରିବା । ଦେଶ ସ୍ବାଧୀନତାର ଏତେ ବର୍ଷ ପରେ ବି ଗାଁକୁ ଭଲ ରାସ୍ତାଟିଏ ନାହିଁ। ଏ କଥା କହିଲେ ନିଜକୁ ଖରାପ ଲାଗୁଛି। ରାସ୍ତା ଟିର ଅବସ୍ଥା ଦେଖିଲେ ଧାନବିଲ ଏହାଠାରୁ ଭଲ।
    ବରଗଡ ଜିଲ୍ଲା ଭେଡେନ ବ୍ଲକ ଚିଚିଣ୍ଡା ଗ୍ରାମପଞ୍ଚାୟତ ର ବାଞ୍ଜୀପାଲି ମାର୍କେଟ ଠାରୁ ଅରଞ୍ଜୁଡା ପଞ୍ଚାୟତର ଦୀପଟିକରା ପର୍ଯ୍ୟନ୍ତ ରାସ୍ତା କାଦୁଅରେ ପରିପୂର୍ଣ୍ଣ ହୋଇଛି। ଏହି ରାସ୍ତା ପାଇଁ ବାରମ୍ବାର ଦୀପଟିକରା ଗ୍ରାମବାସୀ ଅନେକ ଥର ଅଭିଯୋଗ କରୁଥିଲେ ମଧ୍ୟ ଅରଞ୍ଜୁଡା ପଞ୍ଚାୟତ ଓ ଭେଡେନ ବ୍ଲକ ପ୍ରଶାସନ କିମ୍ବା ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ। ଏହି ରାସ୍ତା ଦେଇ ଯିବା ଆସିବା କଷ୍ଟକର ହୋଇଥାଏ । କୌଣସି ଚାରିଚକିଆ ଯାନ, ବାଇକ ଆରୋହୀ, ଛାତ୍ରଛାତ୍ରୀ ମାନେ ସାଇକେଲ ଯୋଗେ ଯାଉଥିବା ବେଳେ ନାନାପ୍ରକାର ଅସୁବିଧା ର ସମ୍ମୁଖୀନ ହେଉଛନ୍ତି। ପ୍ରଶାସନିକ ସ୍ତରରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରି ଜନସାଧାରଣଙ୍କ ରାସ୍ତା ସମସ୍ୟା ଦୂରକରିବା ପାଇଁ ଗ୍ରାମବାସୀ ମାନେ ଦାବୀ କରୁଛନ୍ତି। ନଚେତ ଆଗାମୀ ଦିନରେ ଆନ୍ଦୋଳନ ପନ୍ଥା ଗ୍ରହଣ କରିବେ ବୋଲି ଜଣାପଡିଛି।
    ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୬/୮/୨୦୨୪----୯,୪୫ Sakhigopal News,6/8/2024

    Blog Archive

    Popular Posts