ପାଚେରୀ ନିର୍ମାଣକୁ ବଜାର କମିଟିର ବିରୋଧ
ଜଟଣୀ-----ସ୍ଥାନୀୟ ପୌରପରିଷଦ ଅନ୍ତର୍ଗତ ୨୨ ନଂ ୱାର୍ଡ ର କୁଦିଆରୀ ବଜାର ସଂଲଗ୍ନ ରେଲୱେ ପରିସୀମାରେ ରେଲୱେ ଠିକାଦାର ପକ୍ଷରୁ ନିର୍ମାଣ କରୁଥିବା ସମୟରେ ସ୍ଥାନୀୟ କୁଦିଆରୀ ବଜାରର ବଜାର କମିଟି ଏହାକୁ ବିରୋଧ କରିଛି l ସୂଚନା ମୁତାବକ ଜଟଣୀ ସହର କହିଲେ ରେଳବାଇକୁ ବୁଝାଏ l ରେଲୱେ ପ୍ରତିଷ୍ଠା ହେବା ଦିନରୁ ରେଲୱେ ପରିସୀମାକୁ ଲାଗି ରାଜ୍ୟ ସରକାରଙ୍କ ପରିସୀମା ସଂଲଗ୍ନ l ଧୀରେ ଧୀରେ ରେଲୱେ ପରିସୀମାକୁ କିଛି ଅସାଧୁ ବ୍ୟବସାୟୀ ଦୋକାନ ବଜାର କରି ରେଲୱେ ରାସ୍ତାକୁ ସଂକୁଚିତ କରିବା ସଙ୍ଗେ ସଙ୍ଗେ ପରିବେଶ ଦୂଷିତ କରିବାରେ ଲାଗିଲେ l ସୀତାରାମ ଛକରୁ ଲୋକକଲୋନୀ ଏବଂ ରେଲୱେ ମାଲଗୋଦାମ ନିମନ୍ତେ ପରିବହନ ତଥା ଜନସାଧାରଣଙ୍କ ଗମନା ଗମନ ପାଇଁ ଏକ ରେଲୱେ ଫାଟକ ନିର୍ମାଣ ହୋଇଥିଲା l କାଳ କ୍ରମେ ଜନସଂଖ୍ୟା ବୃଦ୍ଧି ଯୋଗୁଁ ଯାତାୟାତର ବୃଦ୍ଧି ଯୋଗୁଁ ଟ୍ରେନ ଯାତାୟାତର ସୁବିଧାପାଇଁ ରେଲୱେ କତୃପକ୍ଷ ଇଂରେଜ ଯନ୍ତ୍ରୀଙ୍କ ସମୟରେ ଏକ ଭୁତଳ ରାସ୍ତା ନିର୍ମାଣ କରିଥିଲେ l ଫଳରେ ସବୁଦିଗରୁ ସୁଫଳ ମିଳିଥିଲା l କାଳକ୍ରମେ ରେଲୱେ ସୀମାକୁ ଲାଗିରହିଥିବା କୁଦିଆରୀ ବଜାର ଧୀରେ ଧୀରେ ବ୍ୟବସାୟର ବୃଦ୍ଧି ହେବାକୁ ଲାଗିଲା l ମହାମାରୀ କୋରନା ପରେ ପରେ କୁଦିଆରୀ ବଜାରର ବେପାରୀଙ୍କ ପାଦୁର୍ଭାବ ବଢିବାକୁ ଲାଗିଲା । ଧୀରେ ଧୀରେ ରାସ୍ତା କଡରେ ନିରୀହ ପକ୍ଷୀ ଓ ପଶୁ କାଟି ମାଂସ ବେପାର କଲେ l ଅତ୍ୟଧିକ ରାସ୍ତା କଡରେ ମାଛ, ମାଂସ ବିକ୍ରୀକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଥିଲା l ଜନସାଧାରଣଙ୍କ ଅଭିଯୋଗକୁ ଭିତ୍ତି କରି ଛପା ଗଣମାଧ୍ୟମରେ ଏହି ଖବର ପ୍ରକାଶ ପାଇଥିଲା l ଖବର ପ୍ରସାରଣ ପରେ ସ୍ଥାନୀୟ ସାମାଜିକ ଅନୁଷ୍ଠାନ "ସମ୍ଭାବନା ପରିବାର 'ପକ୍ଷରୁ ରାସ୍ତା କଡ଼ରୁ ମାଛ, ମାଂସ ଦୋକାନ ଉଛେଦ କରି ପରିବେଶ ସୁରକ୍ଷା ନିମନ୍ତେ ଏକ ଲିଖିତ ଅଭିଯୋଗ ପତ୍ର ପୂର୍ବତଟ ପ୍ରବନ୍ଧକ ଏବଂ ପୂର୍ବତନ 5t ସଚିବଙ୍କୁଦିଆଯାଇଥିଲା l 5t କାର୍ଯ୍ୟାଳୟ ତରଫରୁ ଦୋକାନ ଗୁଡିକୁ ସ୍ଥାନାନ୍ତରିତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ l ସ୍ଥାନୀୟ ପୌରପ୍ରଶାସନ ପକ୍ଷରୁ ଥଇଥାନ ପରେ ଦୋକାନୀ ସ୍ଥାନାନ୍ତରିତ କହି ଚୁପ ବସିଥିଲେ l ଦୀର୍ଘଦିନର ଅସୁବିଧାକୁ ନଜର ରଖି ରେଲୱେ କତୃପକ୍ଷ ପଦକ୍ଷେପ ଗ୍ରହଣ କରି ରାସ୍ତା ସୁରକ୍ଷା ପାଇଁ ନିଜ ପରିସୀମାରେ ସୁରକ୍ଷା ପାଚେରୀ ନିର୍ମାଣ ଆରମ୍ଭ କରିଥିଲେ l ଯେହେତୁ ବହୁ ବର୍ଷ ପୂର୍ବରୁ ସମସ୍ତ ଦୋକାନୀ ସୁବିଧା ପାଇ ଆସୁଥିଲେ ବର୍ତ୍ତମାନ ଦେଖିଲେ ପାଚେରୀ ଫଳରେ ଅସାଧୁ ବେପାରୀଙ୍କ ବେପାରରେ ଆଞ୍ଚ ଆସିବ ସେହି ପରିପ୍ରେକ୍ଷୀରେ ପାଚେରୀ ନିର୍ମାଣକୁ ବିରୋଧ କରୁଥିବା ଦେଖିବାକୁ ମିଳିଛି l ସ୍ଥାନୀୟ ରେଲୱେ କର୍ମଚାରୀ ତାଥା ବଜାରର ସ୍ଥାନୀୟ ଅଧିବାସୀ ଏହି କାର୍ଯ୍ୟକୁ ନିନ୍ଦା କରିଛନ୍ତି l ସେମାନେ କୁହନ୍ତି ପାଚେରୀ ଫଳରେ ରାସ୍ତାରେ ଭଦ୍ର ମହିଳା, ଶିଶୁ ଏବଂ ଛାତ୍ରଛାତ୍ରୀ ସୁରକ୍ଷା ରେ ଯାତାୟାତ କରିପାରିବେ l କାରଣ ସୂର୍ଯ୍ୟ ଉଦୟ ଠାରୁ ରାତି ପହିଲା ପର୍ଯ୍ୟନ୍ତ କୁଦିଆରୀ ବଜାରରେ ନିଶାଡୀଙ୍କ ଅଡ୍ଡା ଜନ୍ମେ l ଫଳରେ ସେହି ରାସ୍ତା ଦେଇ ମହିଳା ମାନେ ଯିବାଆସିବା ସୁରକ୍ଷା ମଣନ୍ତି ନାହିଁ l ତେଣୁ ସ୍ଥାନୀୟ ବୁଦ୍ଧିଜୀବୀଙ୍କ ମତରେ ରେଲୱେ କତୃପକ୍ଷ ନିଜର ସୁରକ୍ଷା ପାଚେରୀ ନିର୍ମାଣ କରି ଜନସାଧାରଣଙ୍କ ସୁରକ୍ଷା ଦେବାକୁ ଉଚିତ ମନେ କରିଛନ୍ତି lପାଚେରୀ ନିର୍ମାଣକୁ ବଜାର କମିଟିର ବିରୋଧ l
ଜଟଣୀ -୨୪/୦୮/୨୪-ସ୍ଥାନୀୟ ପୌରପରିଷଦ ଅନ୍ତର୍ଗତ ୨୨ ନଂ ୱାର୍ଡ ର କୁଦିଆରୀ ବଜାର ସଂଲଗ୍ନ ରେଲୱେ ପରିସୀମାରେ ରେଲୱେ ଠିକାଦାର ପକ୍ଷରୁ ନିର୍ମାଣ କରୁଥିବା ସମୟରେ ସ୍ଥାନୀୟ କୁଦିଆରୀ ବଜାରର ବଜାର କମିଟି ଏହାର ବିରୋଧ କରିଥିଲେ l ସୂଚନା ମୁତାବକ ଜଟଣୀ ସହର କହିଲେ ରେଳବାଇକୁ ବୁଝାଏ l ରେଲୱେ ପ୍ରତିଷ୍ଠା ହେବା ଦିନରୁ ରେଲୱେ ପରିସୀମାକୁ ଲାଗି ରାଜ୍ୟ ସରକାରଙ୍କ ପରିସୀମା ସଂଲଗ୍ନ l ଧୀରେ ଧୀରେ ରେଲୱେ ପରିସୀମାକୁ କିଛି ଅସାଧୁ ବ୍ୟବସାୟୀ ଦୋକାନ ବଜାର କରି ରେଲୱେ ରାସ୍ତାକୁ ସଂକୁଚିତ କରିବା ସଙ୍ଗେ ସଙ୍ଗେ ପରିବେଶ ଦୂଷିତ କରିବାରେ ଲାଗିଲେ l ସୀତାରାମ ଛକରୁ ଲୋକକଲୋନୀ ଏବଂ ରେଲୱେ ମାଲଗୋଦାମ ନିମନ୍ତେ ପରିବହନ ତଥା ଜନସାଧାରଣଙ୍କ ଗମନା ଗମନ ପାଇଁ ଏକ ରେଲୱେ ଫାଟକ ନିର୍ମାଣ ହୋଇଥିଲା l କାଳ କ୍ରମେ ଜନସଂଖ୍ୟା ବୃଦ୍ଧି ଯୋଗୁଁ ଯାତାୟାତର ବୃଦ୍ଧି ଯୋଗୁଁ ଟ୍ରେନ ଯାତାୟାତର ସୁବିଧାପାଇଁ ରେଲୱେ କତୃପକ୍ଷ ଇଂରେଜ ଯନ୍ତ୍ରୀଙ୍କ ସମୟରେ ଏକ ଭୁତଳ ରାସ୍ତା ନିର୍ମାଣ କରିଥିଲେ l ଫଳରେ ସବୁଦିଗରୁ ସୁଫଳ ମିଳିଥିଲା l କାଳକ୍ରମେ ରେଲୱେ ସୀମାକୁ ଲାଗିରହିଥିବା କୁଦିଆରୀ ବଜାର ଧୀରେ ଧୀରେ ବ୍ୟବସାୟର ବୃଦ୍ଧି ହେବାକୁ ଲାଗିଲା l ମହାମାରୀ କୋରନା ପରେ ପରେ କୁଦିଆରୀ ବଜାରର ବେପାରୀଙ୍କ ପାଦୁର୍ଭାବ ବଢିବାକୁ ଲାଗିଲା ଧୀରେ ଧୀରେ ରାସ୍ତା କଡରେ ନିରୀହ ପକ୍ଷୀ ଓ ପଶୁ କାଟି ମାଂସ ବେପାର କଲେ l ଅତ୍ୟଧିକ ରାସ୍ତା କଡରେ ମାଛ, ମାଂସ ବିକ୍ରୀକୁ ନେଇ ସାଧାରଣରେ ଅଶୋନ୍ତୋଷ ପ୍ରକାଶ ପାଇଥିଲା l ଜନସାଧାରଣଙ୍କ ଅଭିଯୋଗକୁ ଭିତ୍ତି କରି ଛପା ଗଣମାଧ୍ୟମରେ ଏହି ଖବର ପ୍ରକାଶ ପାଇଥିଲା l ଖବର ପ୍ରସାରଣ ପରେ ସ୍ଥାନୀୟ ସାମାଜିକ ଅନୁଷ୍ଠାନ "ସମ୍ଭାବନା ପରିବାର 'ପକ୍ଷରୁ ରାସ୍ତା କଡ଼ରୁ ମାଛ, ମାଂସ ଦୋକାନ ଉଛେଦ କରି ପରିବେଶ ସୁରକ୍ଷା ନିମନ୍ତେ ଏକ ଲିଖିତ ଅଭିଯୋଗ ପତ୍ର ପୂର୍ବତଟ ପ୍ରବନ୍ଧକ ଏବଂ ପୂର୍ବତନ 5t ସଚିବଙ୍କୁ ଦେବାପରେ l 5t କାର୍ଯ୍ୟାଳୟ ତରଫରୁ ଦୋକାନ ଗୁଡିକୁ ସ୍ଥାନାନ୍ତରିତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ l ସ୍ଥାନୀୟ ପୌରପ୍ରଶାସନ ପକ୍ଷରୁ ଥଇଥାନ ପରେ ଦୋକାନୀ ସ୍ଥାନାନ୍ତରିତ କହି ଚୁପ ବସିଥିଲେ l ଦୀର୍ଘଦିନର ଅସୁବିଧାକୁ ନଜର ରଖି ରେଲୱେ କତୃପକ୍ଷ ପଦକ୍ଷେପ ଗ୍ରହଣ କରି ରାସ୍ତା ସୁରକ୍ଷା ପାଇଁ ନିଜ ପରିସୀମାରେ ସୁରକ୍ଷା ପାଚେରୀ ନିର୍ମାଣ ଆରମ୍ଭ କରିଥିଲେ l ଯେହେତୁ ବହୁ ବର୍ଷ ପୂର୍ବରୁ ସମସ୍ତ ଦୋକାନୀ ସୁବିଧା ପାଇ ଆସୁଥିଲେ ବର୍ତ୍ତମାନ ଦେଖିଲେ ପାଚେରୀ ଫଳରେ ଅସାଧୁ ବେପାରୀଙ୍କ ବେପାରରେ ଆଞ୍ଚ ଆସିବ ସେହି ପରିପ୍ରେକ୍ଷୀରେ ପାଚେରୀ ନିର୍ମାଣକୁ ବିରୋଧ କରୁଥିବା ଦେଖିବାକୁ ମିଳିଛି l ସ୍ଥାନୀୟ ରେଲୱେ କର୍ମଚାରୀ ତଥା ବଜାରର ସ୍ଥାନୀୟ ଅଧିବାସୀ ଏହି କାର୍ଯ୍ୟକୁ ନିନ୍ଦା କରିଛନ୍ତି l ସେମାନେ କୁହନ୍ତି ପାଚେରୀ ଫଳରେ ରାସ୍ତାରେ ଭଦ୍ର ମହିଳା, ଶିଶୁ ଏବଂ ଛାତ୍ରଛାତ୍ରୀ ସୁରକ୍ଷା ରେ ଯାତାୟାତ କରିପାରିବେ l କାରଣ ସୂର୍ଯ୍ୟ ଉଦୟ ଠାରୁ ରାତି ପହିଲା ପର୍ଯ୍ୟନ୍ତ କୁଦିଆରୀ ବଜାରରେ ନିଶାଡୀଙ୍କ ଅଡ୍ଡା ଜନ୍ମେ l ଫଳରେ ସେହି ରାସ୍ତା ଦେଇ ମହିଳା ମାନେ ଯିବାଆସିବା ସୁରକ୍ଷା ମଣନ୍ତି ନାହିଁ l ତେଣୁ ସ୍ଥାନୀୟ ବୁଦ୍ଧିଜୀବୀଙ୍କ ମତରେ ରେଲୱେ କତୃପକ୍ଷ ନିଜର ସୁରକ୍ଷା ପାଚେରୀ ନିର୍ମାଣ କରି ଜନସାଧାରଣଙ୍କ ସୁରକ୍ଷା ଦେବାକୁ ଉଚିତ ମନେ କରିଛନ୍ତି ।
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨୫/୮/୨୦୨୪----୮,୪୫ Sakhigopal News,25/8/2024
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨୫/୮/୨୦୨୪----୮,୪୫ Sakhigopal News,25/8/2024