Breaking News

କିଷାନ ଯୋଜନାରେ ଆଧାର ସଂଯୋଗୀକରଣ ପାଇଁ ପ୍ରଚାର ଗାଡି ବୁଲିଲା

 
ସାକ୍ଷୀଗୋପାଳ ,--- ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ସମସ୍ତ ପ୍ରଧାନମନ୍ତ୍ରୀ କଇଷଆନ ହିତାଧିକାରୀ ମାନଙ୍କର ଇ - କେ ୱାଇ ସି ଆଧାର ସଂଯୋଗୀକରଣ ସ଼ହ କ୍ରୁଷି ଓଡ଼ିଶା ପୋର୍ଟାଲରେ ନାମ ପଞ୍ଜୀକରଣ କରିବା ପାଇଁ ସତ୍ଯବାଦୀ ବ୍ଲକରେ ଶନିବାର ପ୍ରଚାରଗାଡି ବୁଲୁଛି  । ଯେଉଁ ଚାଷୀମାନେ ପଞ୍ଜୀକରଣ କରିପାରି ନାହାଁନ୍ତି ସେମାନେ ସ୍ଥାନୀୟ ବ୍ଯାଙ୍କରେ ଏନପିସିଆଇ ରେ ଆଧାର ଅନୁବନ୍ଧନ କରିବାପାଇଁ ସତ୍ଯବାଦୀ ବ୍ଲକ କ୍ରୁଷି କାର୍ଯ୍ଯାଳୟ ତରଫରୁ ସୂଚନା ପ୍ରଦାନ କରାଯାଇଛି  । ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୨୪/୮/୨୦୨୪----୭,୪୫ Sakhigopal News,24/8/2024

Blog Archive

Popular Posts