ମତେ ଯେତେ ମାଠୁଛୁ ମାଠେ ମୁଁ ସେହି ଦରପୋଡା ----
ସାକ୍ଷୀଗୋପାଳ ---- ସାକ୍ଷୀଗୋପାଳରେ ଅଘୋଷିତ ବିଦ୍ୟୁତ କାଟ ଜାରି ରହିଛି। ଏଥି ପାଇଁ ଏକମାତ୍ର ଭଗବାନ ଦାୟୀ । ଯେଉଁଠି ବିଧାୟକ ହାର ମାନିଲେ । ସେହି ବିଦ୍ୟୁତ୍ କବାଟକୁ ନେଇ ରାସ୍ତା ରୋକ । ପରେ ପରେ ଥାନାରେ ମାମଲା ରୁଜୁ। ମାତ୍ର ଏହାଥିଲା ଏକ ନାଟକ । କାରଣ ବିଦ୍ୟୁତ ବିଭାଗ ହେଉଛି ମତେ ଯେତେ ମାଠୁଛୁ ମାଠେ ମୁଁ ସେହି ଦରପୋଡା ----। ୫ଘଣ୍ଟା ହୋଇଗଲା ସତ୍ୟବାଦୀ ରେ ଅଘୋଷିତ ବିଦ୍ୟୁତ କାଟ। ବିଦ୍ୟୁତ ସେବା କେତେ ବେଳେ ମିଳିବ କେବଳ ସାକ୍ଷୀଗୋପିନାଥ ଜାଣିଥିବେ। ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୨୮/୮/୨୦୨୪----୮,୧୦ Sakhigopal News,28/8/2024