Breaking News

ବଜ୍ର ପାତ ରେ ୧୪ଗୋରୁଗାଇଙ୍କ ମୃତୁ




ନୟାଗଡ,--- ନୟାଗଡ଼ ଜିଲ୍ଲା ପାଣି ପୋଇଲା ଚିନିଶିଳ୍ପ ଠାରେ ବଜ୍ର ପାତ ରେ ୧୪ଗାଇଙ୍କ ମୃତୁ ହୋଇଛି। ଖଡ଼ଗ ପ୍ରସାଦ ଓ କାଦୁଆ ଗ୍ରାମରୁ ଜଣେ ଗାଈ ଚରାଘଟିଥିଲା ଳି ଗାଈ ଗୋଠ ଧରି ପାଣି ପୋଇଲା ନିକଟସ୍ଥ ଆମ୍ବ ତୋଟାକୁ ଯାଇ ଥିଲେ। ତେବେ ହଠାତ ବର୍ଷା ହେବାରୁ ଗାଈ ଗୁଡ଼ିକ ଗୋଟିଏ ଗଛ ମୂଳେ ଠିଆ ହୋଇଥିଲେ । ଏହି ସମୟ ରେ ବଜ୍ର ପାତ ହୋଇଥିଲା। ଯାହା କି ସେହି ବ୍ରଜପାତରେ ଏ ଗୋରୁ ମାନଙ୍କର ମୃତ୍ୟୁ ଘଟିଥିଲା । ନୟାଗଡ଼ ରୁ ନିରଞ୍ଜନ ଦାସଙ୍କ ରିପୋର୍ଟ,୧୬/୮/୨୦୨୪----୯,୩୦ Sakhigopal News 16/8/2024

Blog Archive

Popular Posts