ନୂତନ ଜିଲ୍ଲା ପାଳ ଙ୍କୁ ସାକ୍ଷାତ କଲେ କର୍ମ ଜିବୀ ସାମ୍ବାଦିକ ସଂଘର କର୍ମକର୍ତ୍ତା
ନୟାଗଡ଼ --- ନୟାଗଡ଼ ଜିଲ୍ଲା କର୍ମଜୀବୀ ସାମ୍ବାଦିକ ସଙ୍ଘ ପକ୍ଷରୁ ନୟାଗଡ ଜିଲ୍ଲା ସଙ୍ଘ ର ସଭାପତି ତଥା ରାଜ୍ୟ ସାଙ୍ଗଠନିକ ସମ୍ପାଦକ ଦେବୀ ପ୍ରସାଦ ମିଶ୍ର, ଜିଲ୍ଲା ସାଙ୍ଗଠନିକ ସମ୍ପାଦକ ଚିତ୍ତରଞ୍ଜନ ମିଶ୍ର ତଥା ଖଣ୍ଡପଡା ସଙ୍ଘ ର ସଭାପତି ଚିତ ରଞ୍ଜନ ମିଶ୍ର ଓ ସଙ୍ଘ ର କାର୍ଯ୍ୟକାରୀ ସଦସ୍ୟ ଜ୍ୟୋତି ରଞ୍ଜନ ମହାରଣା ନୂତନ ଜିଲ୍ଲାପାଳ ଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ ।ସାମ୍ବାଦିକ ମାନଙ୍କର ବିଭିନ୍ନ ସମସ୍ୟା ଗୁଡିକ ର ସମାଧାନ ପାଇଁ ନୟାଗଡ଼ ଜିଲ୍ଲାପାଳ ଅଖୟ ସୁନୀଲ ଅଗ୍ରୱାଲଙ୍କୁ ଅନୁରୋଧ କରିଥିଲେ। ସମସ୍ୟା ଗୁଡିକର ଯଥା ଶୀଘ୍ର ସମାଧାନ କରିବାର ପ୍ରତିଶୃତି ଜିଲ୍ଲାପାଳ ଦେଇଥିବା ଜଣାପଡ଼ିଛି। ନୟାଗଡ଼ ରୁ ନିରଞ୍ଜନ ଦାସଙ୍କ ରିପୋର୍ଟ,୨୭/୮/୨୦୨୪----୯,୨୫ Sakhigopal News,27/8/2024