Breaking News

ନିଷ୍ଠା ପରିବାର ଓ ବରଗଡ଼ ଜିଲ୍ଲା ର ବିଭିନ୍ନ ସାମାଜିକ ଅନୁଷ୍ଠାନ ତରଫରୁ କ୍ୟାଣ୍ଡେଲ ଶୋଭାଯାତ୍ରା


ବରଗଡ଼ ---
କୋଲକତା ର ଡାକ୍ତର ମୌମିତା ଦେବନାଥ ଧର୍ଷଣ ଓ ହତ୍ୟା ପ୍ରତିବାଦରେ ବରଗଡ ଜିଲ୍ଲା ର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ନିଷ୍ଠା ପରିବାର ର ଆହ୍ବାନ କ୍ରମେ ବରଗଡ଼ ଜିଲ୍ଲା ର ବିଭିନ୍ନ ସାମାଜିକ ଅନୁଷ୍ଠାନ କୋଶଳ ଡିଫେନ୍ସ ଏକାଡେମୀ, ମହିଳା ସମିତି,ପଶ୍ଚିମ ଓଡ଼ିଶା ୟୁବା ମଞ୍ଚ, ସଂକଳ୍ପ ପରିବାର,ଜିଲ୍ଲା ସମାଜ ସେବୀ ସଂଘ,ମିଡିଆ ବନ୍ଧୁ,ପ୍ୟାରିଲାଲ ତ୍ରୀପାଠୀ ପ୍ରମୁଖ  କ୍ଯାଣ୍ଡେଲ ଶୋଭାଯାତ୍ରା ରେ ଯୋଗ ଦେଇଥିଲେ। ଅଗ୍ରଗାମୀ ଯୁବକ ସଂଘ ବରଗଡ ରୁ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା ଗାନ୍ଧୀ ଛକ ଅଭିମୁଖେ ବାହାରିଥିଲା।ଡାକ୍ତର ଙ୍କ ପ୍ରତି ହୋଇଥିବା ବର୍ବର ଓ ନୃଶଂସ କାଣ୍ଡ ର ସମସ୍ତେ ଦୃଢ଼ ନିନ୍ଦା କରିଥଲେ। ଦୁଷ୍କର୍ମକାରୀ କୁ  ଫାଶୀ ଦଣ୍ଡ ରେ ଦଣ୍ଡିତ କରି ପୀଡ଼ିତା ଙ୍କ  ପାଇଁ ନ୍ୟାୟ ଦାବି କରିଥିଲେ। ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୨୦/୮/୨୦୨୪----୭,୨୫ Sakhigopal News,20/8/2024

Blog Archive

Popular Posts