Breaking News

ଗୋଳାଗଣ୍ଡ ପଞ୍ଚାୟତ ଠାରୁ ବୈଦେଶ୍ୱର୍ ପଞ୍ଚାୟତPWD ରାସ୍ତା କାମ ନିମ୍ନ ମାନର



କଟକ--- - କଟକ ଜିଲ୍ଲା ଅନ୍ତର୍ଗତ ବାଙ୍କୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗୋଳାଗଣ୍ଡ ପଞ୍ଚାୟତ ଠାରୁ ବୈଦେଶ୍ୱର୍ ପଞ୍ଚାୟତ ପର୍ଯ୍ୟନ୍ତ ହେଉଥିବା  ରାସ୍ତାକାମ ଅତ୍ୟନ୍ତ ନିମ୍ନମାନର ବୋଲି ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି  । ଜନସାଧାରଣ PWD JE ଙ୍କ ସହିତ ଯୋଗାଯୋଗ କରି ଏ ବିଷୟରେ ଅବଗତ କରାଇଥିଲେ। ଏହାସତ୍ୱେ ମଧ୍ୟ କୌଣସି ପ୍ରଭାବ ପଡ଼ୁନାହିଁ ବିଭାଗ ଦେଖିବା ଉଚ୍ଚ ପଦସ୍ଥ ଅଧିକାରୀ ମାନଙ୍କ ଉପରେ। ଯାହାଦ୍ବାରା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଚାଲିଛି କି ଏହା ବାଙ୍କୀ ବିଧାୟକ ଏବଂ  ଯେଇ ଙ୍କ ମଧୁଚନ୍ଦିକା ନୁହେଁ ତ ।ଯଦି ରାସ୍ତା କାମକୁ ତଦାରଖ କରି ଉପଯୁକ୍ତ ଭାବରେ ରାସ୍ତା କାମ କରା ନଯାଏ ତେବେ ଜନସାଧାରଣ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।
  କଟକ ରୁ ମୃତ୍ୟୁଞ୍ଜୟ ପ୍ରଧାନ ଙ୍କ ରିପୋର୍ଟ,୧୧/୧୧/୨୦୨୨----୬,୧୦ Sakhigopal News,11/11/2022

Blog Archive

Popular Posts