Breaking News

ବାଲୁକାକଳା ରେ ଧନୁଯାତ୍ରା ମହୋତ୍ସବର କଂସକୁ ଶୁଭେଚ୍ଛା


ବରଗଡ଼ ----ପୁରୀ ସମୁଦ୍ର ବେଳାଭୂମି ଠାରେ ୭୫ ତମ ବିରାଟ ଧନୁଯାତ୍ରା ମହୋତ୍ସବର କଂସ ମହାରାଜ ଭୂମିକାରେ ଅବତୀର୍ଣ୍ଣ ହେଉଥିବା ହୃଷୀକେଶ ଭୋଇ ଙ୍କୁ ଆନ୍ତର୍ଜାତୀୟ ବାଲୁକାଶିଳ୍ପୀ କାର୍ତିକ ନାୟକ ବାଲୁକା କଳା ମାଧ୍ୟମରେ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି । ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୧୧/୧୧/୨୦୨୨----୮,୪୫ Sakhigopal News,11/11/2022

Blog Archive

Popular Posts