Breaking News

ରେଳ ଧାରଣାରୁ ଅଚିହ୍ନା ବ୍ୟକ୍ତିର ଶବ ଜବତ

 


ସାକ୍ଷୀଗୋପଳ---- ସାକ୍ଷୀଗୋପାଳ ରେଳ ଷ୍ଟେସନର ମନ୍ଦିର ବାଇପାସ ରାସ୍ତାର କୋଟଉପର ଲେମୁଲକଂସ୍ରି ନିକଟରେ ଜଣେ ଅଚିହ୍ନ ବ୍ୟକ୍ତିର ଶବ ରେଳୱେ ସାକ୍ଷୀଗୋପାଳ ଫାଣ୍ଡି ଜବତ କରଛି ।ପୁରୀ ଥାନା ଅପମୃତ୍ୟୁ କେସନଂ ୨୪/୨୨ରେ ଏକ ମାମଲା ରୁଜ କରିଛି । ମୃତ୍ୟୁ ବ୍ୟକ୍ତି ଜଣଙ୍କର ବୟସ ପ୍ରାୟ ୫୦ରୁ ୫୫ ହେବ । କଳା ରଙ୍ଗର, ଗୋଲ ମୁହଁ । ଶବ ଜବତ କରି ବ୍ୟବଛେଦ ନିମନ୍ତେ ପୁରୀ ପଠାଯାଇଛି । ଶବ ବ୍ୟବଛେଦ ପରେ ଶବ ସଂରକ୍ଷିତ ଗୃହରେ ଚିହ୍ନଟ ପାଇଁ ରଖାଯାଇଛି ବୋଲି ସାକ୍ଷୀଗୋପାଳ ଜିଆରପି ଫାଣ୍ଡି ଏଏସଆଇ ରମେଶ ଦାଶଙ୍କ ଠାରୁ ସୁଚନା ମିଳିଛି । 

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତିଙ୍କ ରିର୍ପୋଟ, ୪/୯/୨୦୨୨---୧୦,୨୫    

Sakhigopal News, 4/9/2022

Blog Archive

Popular Posts