Breaking News

ପୋଷ୍ଟ ଅଫିସ ଛକ ବ୍ୟବସାୟୀ ସଂଘର ପୂଜା ଲଡୁ ନିଲାମ


ଜଟଣୀ- -ଲଡୁ ୩୧ କିଲୋ ଓଜନର ରହିଥିଲା। ଏହାକୁ   ଏସ କେ ସପ୍ଲାୟର ର ପ୍ରତିଷ୍ଠାତା ସୁଜିତ କୁମାର ସାହୁ( ଟୁଟୁ) ୩୨,୫୦୦ଟଙ୍କାରେ ନିଲାମ ନେଇଥିଲେ। ଏହି କାର୍ଯ୍ୟକ୍ରମ ରେ ସଭାପତି ହେମନ୍ତ କୁମାର ସୁନ୍ଦରାୟ, ସମ୍ପାଦକ ମାନସ ମିଶ୍ର, କୋଷଧକ୍ଷ ନବୀନ ସାହୁ, ପ୍ରଦୀପ ଅଗ୍ରୱାଲ, ବୁନି ପଟ୍ଟନାୟକ, ଲିଙ୍ଗରାଜ ବେହେରା, ଅକ୍ଷୟ ବଳିଆରସିଂହ, ବିଜନ ପ୍ରତିହାରୀ, ଉମାଶଙ୍କର ମିଶ୍ର, କଇନ ସାହୁ,ମନୋରଞ୍ଜନ ନାୟକ, ପ୍ରକାଶ ଚନ୍ଦ୍ର ପଣ୍ଡା, ଲକ୍ଷ୍ମୀ ଧର ରଥ, ଅଶୋକ ଜେନା, ଅଶୋକ ଚକ୍ରବର୍ତ୍ତୀ, ମୁକ୍ତି ମିଶ୍ର, ନରେଶ ଅଗ୍ରୱାଲ, ଶିବଶଙ୍କର ଅଗ୍ରୱାଲ, ବାଲ କୃଷ୍ଣ ଅଗ୍ରୱାଲ, ପ୍ରଦୀପ ଅଗ୍ରୱାଲ, ରବୀନ୍ଦ୍ର ନାୟକ, ବିନୟ ସାହୁ ଙ୍କ ସହ ଅନ୍ୟମାନେ ଉପସ୍ଥିତ ଥିଲେ। ଏହି ଅବସରରେ ପୌରପରିସଦ ର ୨ଜଣ ସଫେଇ କର୍ମଚାରୀ ଏବଂ ସମାଜସେବୀ ତଥା ଅବସରପ୍ରାପ୍ତ ଶିକ୍ଷକ ଜୁଲଫିକର ଅଲି ଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ ସଭାପତି ହେମନ୍ତ କୁମାର ସୁନ୍ଦରାୟ।
ଜଟଣୀ --ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୩/୯/୨୦୨୨---୮,୦୦ Sakhigopal News,13/9/2022

Blog Archive

Popular Posts