Breaking News

ଯୁବକଙ୍କୁ ନୃଶଂସ ଭାବେ ହତ୍ୟା

ପିପିଲି--- ପିପିଲି ଥାନା ଅନ୍ତର୍ଗତ ନୁଆଶାସନ ଉତରସାହୀର ବାତ୍ଯା ଆଶ୍ରୟସ୍ଥଳି ନିକଟରେ ଜଣେ ଯୁବକକୁ ଗଳାକାଟି ହତ୍ଯା କରାଯାଇଥିବା ପୋଲିସ ସୁତ୍ରରୁ ଜଣାପଡିଛି। ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଁଞ୍ଚି ତଦନ୍ତ ଆରମ୍ଭ କରିଛି। ବହୁ ଶୀଘ୍ର ଅଭିଯୁକ୍ତ ମାନଙ୍କୁ ଗିରଫ କରାଯିବା ପାଇଁ ପୋଲିସ ପକ୍ଷରୁ ଚଢ଼ାଉ ଜାରି ରହିଛି। ପିପିଲି ରୁ ବିଜୟ ମହାପାତ୍ରଙ୍କ ରିପୋର୍ଟ,୧୩/୯/୨୦୨୨---୭,୪୦ Sakhigopal News,13/9/2022

Blog Archive

Popular Posts