ଟ୍ରେନଧକ୍କାରେ ମହିଳାଙ୍କର ମୃତ୍ୟୁ
ଡେଲାଙ୍ଗ--- ଡେଲାଙ୍ଗ- କଣାସ ରେଳ ଷ୍ଟେସନ ମଧ୍ୟକିଲୋମିଟର୪୬୭/୧୪ରେଳ ଧାରଣା କରରେ ଯାିବା ସମୟରେ ଅସବଧାନତା ଯୋଗୁ ପୁରୀ- ପାରଦ୍ୱୀପ ଟ୍ରେନ ହାୱରେ ପଡିଯାଇଥିଲେ ।ଘଟରା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ପୁରୀ ଜିଆରପି କେସନଂ୨୩/୨୦୨୨ରେ ଏକ କେସରୁଜ ହୋଇଛି । ସାକ୍ଷୀଗୋପାଳ ଜିଆରପି ଏସଆଇ ତଦନ୍ତ ସମୟରେ ଡେଲାଙ୍ଗ ଥାନା ଅନ୍ତର୍ଗତ କୋଠବାଡର ଗୋଲାସାହିର ଚଗୁ ବେହେରାଙ୍କ ସ୍ତ୍ରୀ ପମା ବେହେରା ବୋଲି ଜଣାପଡିଛି । ଶବ ବ୍ୟବଛେଦ ପରେ ପରିବାରଙ୍କୁ ହସ୍ତାନ୍ତର କରାଯାଇଥିବା ସାକ୍ଷୀଗୋପାଳ ଫାଣ୍ଡି ଏଏସଆଇ ରମେଶ ଚନ୍ଦ୍ର ଦାସଙ୍କ ଠାରୁ ସୁଚନା ମିଳିଛି । ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୨/୯/୨୦୨୨---୯,୪ Sakhigopal News, 2/98/2022