>>
  • ଏକ କୋଟି ରୁ ଅଧିକ ଟଙ୍କାର ରୂପା ଜବତ
  • >>
  • ଧନୁପାଲି ଶିଶୁ ବିଦ୍ୟାମନ୍ଦିର ପରିସରରେ ଗୁରୁ ପୂର୍ଣ୍ଣିମା ଦିବସ ପାଳିତ
  • >>
  • ସୁନୀତା ଛାଡିଲେ ବିଜେଡି, କଂଗ୍ରେସର ହାତ ଧରିଲେ , ଘରକୁ ଫେରିବା ପରେ କର୍ମୀମାନେ ଖୁସି
  • >>
  • ସତ୍ୟବାଦୀ ରେ ବ୍ୟାସ ପୂର୍ଣିମାରେ ଗୁରୁପୂଜନ
  • >>
  • ସତ୍ୟବାଦୀରେ ଜାତୀୟ ମତ୍ସ୍ୟ ଚାଷୀ ଦିବସ ପାଳିତ ସହିତ ପ୍ରଶିକ୍ଷଣ ଓ ସଚେତନତା ଶିବିର ଅନୁଷ୍ଠିତ
  • >>
  • ବୃକ୍ଷରୋପଣ ସଚେତନତା କାର୍ଯକ୍ରମ ଅନୁଷ୍ଠିତ
  • >>
  • ସାବିତ୍ରୀ ମହିଳା ମହାବିଦ୍ୟାଳୟ ରେ ନୂତନ ଛାତ୍ରୀ ଓ ଅଧ୍ୟାପିକାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା
  • >>
  • ଅବସର ପ୍ରାପ୍ତ ଶିକ୍ଷକଙ୍କୁ ସମ୍ବର୍ଦ୍ଧନା ସମାରୋହ; ଗୁରୁ ହେଉଛନ୍ତି ଏକ ସତ୍ତା ଓ ଏକ ଅନୁଭବ
  • >>
  • ଛତିଶଗଡରେ ସ୍ମରଣିକା ଦାରୁ ଦେବତା ର ବିତରଣ ଉତ୍ସବ ଅନୁଷ୍ଠିତ
  • >>
  • ୨ୟ ଦିନରେ ଡ୍ରାଇଭରଙ୍କ ଷ୍ଟିୟରିଂଛାଡ଼ ଆନ୍ଦୋଳନ, ବରଗଡ଼ରେ ଡ୍ରାଇଭର ଙ୍କୁ ଉଠାଇନେଲା ପୋଲିସ
  • >>
  • ସାକ୍ଷୀଗୋପାଳ ରେ ଭାରତବନ୍ଦ ଡାକରା ସଫଳ: ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ
  • >>
  • କଣାସରେ କଲବଲ କରୁଛି ହଇଜା ; କମିବାର ନାଁ ଧରୁ ନାହିଁ
  • >>
  • କରମଳାରେ ବନ ମହୋତ୍ସବ ପାଳିତ
  • >>
  • ଦାରୁଦେବତା ପୁସ୍ତକ ଉନ୍ମୋଚିତ;ଜଗନ୍ନାଥ ସଂସ୍କୃତି ର ପ୍ରଚାର ପ୍ରସାରର ଆବଶ୍ୟକତା ରହିଛି -ଆଇଜି ହିମାଂଶୁ ଲାଲ କହିଲେ
  • >>
  • ସାଇ ଗୁରୁକୁଳ ଆବାସିକ ବିଦ୍ୟାଳୟ ଠାରେ ରୋଟି ମେସିନ୍ ସ୍ଥାପନ
  • କରୋନା ମୁକାବିଲା ପାଇଁ ଅଗଷ୍ଟ ୨ତାରିଖ ପର୍ଯ୍ୟନ୍ତ ଶଟ ଡାଉନ ରହିବ ଅତାବିରା ଏନଏସି

     ବରଗଡ଼----   କରୋନା ବରଗଡ ଜିଲ୍ଲାରେ ତାର କାୟା ବିସ୍ତାର କରି ଏ ପର୍ଯ୍ୟନ୍ତ ଆକ୍ରାନ୍ତଙ୍କ ସଂଖ୍ୟା ୩୭୬ରେ ପହଞ୍ଚି ଜଣକର ମୃତ୍ୟୁ ହୋଇଛି ।  ୨୮୭ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୮୮ଜଣ କୋଭିଡରେ ଚିକିତ୍ସାଧିନ ରହିଛନ୍ତି। ସେଥିମଧ୍ୟରୁ ସୋମବାର ଦିନ ଜିଲ୍ଲାରେ ୨୩ଜଣ ନୂଆଁ ପଜିଟିବ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨ଜଣ ବରଗଡ଼ ବ୍ଲକ କଟାପାଲି ଅବରୋଧ ଅଞ୍ଚଳର ଥିବାବେଳେ ଅନ୍ୟ ୨୧ଜଣ ଅତାବିରା ଏନଏସି ମିନାର ବନ୍ଦ ପଡା କଣ୍ଟେନମେଣ୍ଟ ଜୋନ୍ ଅଞ୍ଚଳର ବୋଲି ଜଣାପଡିଛି ।ସେମାନଙ୍କ ମଧ୍ୟରୁ ୧୧ଜଣ ପୁରୁଷ ଓ ୧୨ଜଣ ମହିଳା ରହିଛନ୍ତି । ୨ଜଣ ସମ୍ବଲପୁର ଓ ୨୧ଜଣ ବରଗଡ଼ କୋଭିଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ଜିଲ୍ଲାପାଳ ଜ୍ୟୋତିରଞ୍ଜନ ପ୍ରଧାନଙ୍କ ଠାରୁ  ସୂଚନା ମିଳିଛି । ଅତାବିରା ଅଞ୍ଚଳରେ ସ୍ଥାନୀୟ ପ୍ରଶାସନିକ ଅଧିକାରୀ ମାନଙ୍କ ଅବହେଳା ଯୋଗୁଁ ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଛି ବୋଲି ଲୋକମାନେ କହନ୍ତି ।   ଜୁଲାଇ ୨୪ତାରିଖ ଚିଠି ଅନୁଯାୟୀ ଅତାବିରା ଏନଏସି ଅଞ୍ଚଳରେ ୩ଜଣ ପଜିଟିବ ଚିହ୍ନଟ ହୋଇଥିଲେ।ଯାହା ୨ ଜଣ ୱାର୍ଡ ନଂ୨ ମୀନାର ବନ୍ଦ ପଡାର ବୋଲି ସୂଚନା ମିଳିଥିବାବେଳେ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା ମଧ୍ୟ କରାଯାଇଛି।ଅନ୍ୟ ଜଣେ ଏନଏସିର କେଉଁ ଅଞ୍ଚଳର ବୋଲି ଲୋକଙ୍କ ମନରେ ପ୍ରଶ୍ନବାଚି ସୃଷ୍ଟି କରିବା ସହ ସେଇ ଅଞ୍ଚଳକୁ କେଉଁ ଉଦ୍ଦେଶ୍ୟରେ,କାହିଁକି କଣ୍ଟେନମେଣ୍ଟ  କରାଯାଉନାହିଁ ବୋଲି ଲୋକେ କହୁଛନ୍ତି।ସେହିପରି ନାଁ କୁ କେବଳ କଣ୍ଟେନମେଣ୍ଟ କରି ବିଗତ ଦିନରୁ ସେଇ କଣ୍ଟେନମେଣ୍ଟ ଜୋନ୍ ରୁ ଲୋକେ ଯିବା ଆସିବା କରୁଥିବା ନଜିର ରହିଛି।ସେଥିପାଇଁ ଏନଏସି ଅଞ୍ଚଳ ତଥାଏନଏସି ୱାର୍ଡ ନଂ ୨ ମୀନାର ବନ୍ଦ ପଡ଼ାରେ ଗୋଷ୍ଟି ସଂକ୍ରମଣ ଧୀରେ ଧୀରେ ବୃଦ୍ଧି ପାଉଥିବାବେଳେ ସୋମବାର ୨୧ ଜଣଙ୍କ ରିପୋର୍ଟ ପଜିଟିବ ହେବା ପରେ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି ।  ଆଜି ଅତାବିରା ଠାରେ ସ୍ଥାନୀୟ ପ୍ରଶାସନିକ ଅଧିକାରୀ ଓ ସର୍ବ ସାଧାରଣଙ୍କୁ ନେଇ ସାମାଜିକ ଦୂରତାକୁ ରକ୍ଷାକରି ଏକ ବୈଠକ ଅନୁଷ୍ଠିତ ହୋଇଥିଲା।ଏହି ଅବସର ରେ ଜରୁରୀକାଳୀନ ସେବା ତଥା ସାମଗ୍ରୀ ବ୍ୟତୀତ ବାକି ସବୁ ଦୋକାନ ବଜାର ଅଗଷ୍ଟ ୨ ତାରିଖ ଯାଏ ଅତାବିରା ଏନ୍‌ଏସି ଅଞ୍ଚଳକୁ ଶଟଡାଉନ କରିବାକୁ ନିଷ୍ପତ୍ତି ନିଆଯାଇଛି।ଏଥିରେ ବିଡିଓ ପ୍ରଣବ ଚାନ୍ଦ,ତହସିଲଦାର ହୃଦାନନ୍ଦ ଅଡ୍ଡା, ଯୋଗାଣ ଅଧିକାରୀ ବିଶ୍ୱରଞ୍ଜନ ସାହୁ,ଅତାବିରା ଥାନା ଅଧିକାରୀ ପୁରୁଷୋତ୍ତମ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ।
    ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ.

    Blog Archive

    Popular Posts