ସତ୍ୟବାଦୀରେ ଜଣେ କରୋନା ପଜେଟିଭି ଚିହ୍ନଟ
ସାକ୍ଷୀଗୋପାଳ ----ସତ୍ୟବାଦୀରେ ଆଜି ଜେଣ କରୋନା ପଜେଟିଭି ଚିହ୍ନଟ ହୋଇଥିବା ଜଣାପଡିଛି । ସାକ୍ଷୀଗୋପିନାଥ ମନ୍ଦିର ପଛ ପଟ ଶିଶୁଭବନ ଗଳିର ବୋଲି ଜଣାପଡିଛି । ସେ କଲିକତା ଫେରନ୍ତା । ତାଙ୍କୁ ହୋମ କରୋଣ୍ଟାଇନରେ ରହିଛନ୍ତି । ତାଙ୍କୁ କୋଭିଡ-୧୯ ଆଇନ ମାନି ଚଳିବାକୁ ବିଡିଓ ସରୋଜ କୁମାର ଦତ୍ତକହଛନ୍ତି । ଅନ୍ୟ ପକ୍ଷେ ଯୁବକ ଜଣଙ୍କ ଉପରେ ଆଶା , ଅଙ୍ଗନୱାଡି ଓ ସ୍ୱାସ୍ଥ୍ୟ କର୍ମୀ ନଜର ରଖିଛନ୍ତି । ଯଦି ତାଙ୍କର ଦେହ ଖରାପ ହେବ ତା ହେଲେ ତାଙ୍କୁ କୋଭିଡ ମେଡିକାଲ ପଠାଯିବ ବୋଲି ବିଡିଓ ସରୋଜ କୁମାର ଦତ୍ତଙ୍କ ଠାରୁ ସୁଚନା ମିଳିଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି