୪୯ ଜଣଙ୍କର ସ୍ୱାବ ସଂଗ୍ରହ
ସାକ୍ଷୀଗୋପାଳ ----- ସତ୍ୟବାଦୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରାଜ୍ୟ ସରକାରଙ୍କ ପକ୍ଷରୁ କୋଭିଡ-୧୯ ସ୍ୱାବ ସଂଗ୍ରହ କେନ୍ଦ୍ର କରାଯାଇଛି । ଶୁକବ୍ରାର ଓ ଶନିବାର ସୁଦ୍ଧା ୪୯ ଜଣଙ୍କର ସ୍ୱାବ ସଂଗ୍ରହ କରାଯାଇଥିବା ମେଡିକାଲ ସୁତ୍ରରୁ ଜଣାପଡିଛି । ଯାହା ଫଳରେକି ଲୋକମାନେ ଅପେକ୍ଷା ନ କରି ସଙ୍ଗେ ସଙ୍ଗେ ସ୍ୱାବ ଦେଇ ପାରୁଛନ୍ତି । ପ୍ରତିଦିନ ସତ୍ୟବାଦୀ ମେଡିକାଲ ପରିସରରେ ୧୬ ଶର୍ଯ୍ୟ ବିଶିଷ୍ଟ ୱାର୍ଡରେ ଏହି କେନ୍ଦ୍ରଟି ଖୋଲାଯାଇଛି । ସତ୍ୟବାଦୀ ଲୋକଙ୍କର ସୁବିଧା ପାଇଁ ସ୍ଥାନୀୟ ବିଧାୟକ ଉମାକାନ୍ତ ସାମନ୍ତରାୟଙ୍କ ପ୍ରଚେଷ୍ଟା ଫଳରେ ଏହି କେନ୍ଦ୍ର ଖୋଲା ଯାଇଛି ବୋଲି ଜଣାପଡିଛିା ।
ସାକ୍ଷୀଗେ।।ପଳରୁ ଧୀରେନ୍ଦ୍ର ସେନାପତି
ସାକ୍ଷୀଗେ।।ପଳରୁ ଧୀରେନ୍ଦ୍ର ସେନାପତି