Breaking News

ନିଶା ଖାଇବା ପାଇଁ ଟଙ୍କା ନ ଦେବାରୁ ଯେଯେ ମାକୁ ଆକ୍ରମଣ; ନାତି ଗିରଫ

 ସାକ୍ଷୀଗୋପାଳ ----- ସତ୍ୟବାଦୀ ଥାନା ଅନ୍ତର୍ଗତ ବରାଳ ଗ୍ରାମର ସୁବାଷ ଭୋଇ (୨୪) ଯୁବକ ନିଜର ଯେଯେ ମା ସେବ ଭୋଇଙ୍କୁ ଟଙ୍କା ମାଗିଥିଲା । ଯେଯେ ମା ଟଙ୍କା ନ ଦେବାରୁ ଘରେ ଥିବା ଏକ କୁରାଡିରେ ମା ମୁଣ୍ଡକୁ ବାଡେଇ ଦେଇଥିଲା । ସେବ ଗୁରୁତର ଭାବେ ଆହତ ହୋଇ ସାକ୍ଷୀଗୋପାଳ ମେଡିକାଲରେ ଚିକିତ୍ସା ହେବା ସହ ସତ୍ୟବାଦୀ ଥାନାରେ ଅଭିଯୋଗ କରିଥିଲେ । ସତ୍ୟବାଦୀ ପୋଲିସ ୨୫୨/୨ହରେ ଏକ କେସରୁଜ କରି କୋର୍ଟ ଚାଲାଣ କରିଥିବା ଥାନା ଆଇଆଇସି ଦେବୀ ପ୍ରସାଦ ପାତ୍ରଙ୍କ ଠାରୁସୁଚନା ମିଳିଛି ।  ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି  

Blog Archive

Popular Posts