>>
  • ବିନା ଟିକେଟ ଯାତ୍ରୀଙ୍କୁ ଉଚିତ ଶିକ୍ଷା ଦେବା ପାଇଁ ଖୋର୍ଦ୍ଧା ରୋଡ " ଡିଭିଜନ ପକ୍ଷରୁ ଜୋରଦାର ପ୍ରୟାସ ଜାରି
  • >>
  • ଆମରି ସତ୍ୟ ବିକାଶ ପରିଷଦ ପକ୍ଷରୁ "ଆମ ସଂସ୍କୃତିରେ ସାବିତ୍ରୀ ବ୍ରତ’ ଆଲୋଚନା ଚକ୍ର
  • >>
  • ଭଂଜନଗର ପୋଲିସ ଦ୍ବାରା ଚୋରା-ବନ୍ଧୁକ" ଅପରେସନ ସଫଳ; - ୫ ବନ୍ଧୁକ, ୧୫ ଗୁଳି ଜବତ, ୯ ଗିରଫ
  • >>
  • ପୃଥକ ପୃଥକ ଦୁଘର୍ଟଣାରେ ଜଣେ ମୃତ୍ୟୁ ୫ ଆହତ
  • >>
  • ଓଡ଼ିଶାର ଗୌରବ ; ସତ୍ଯବାଦୀ ର କୁନି ପୁଅ ସାଇ ସୋହମ ଅଗଷ୍ଟ ମାସରେ ଯିବେ ଜାପାନ
  • >>
  • ପ୍ରଧାନ ଶିକ୍ଷକ ପ୍ରଶାନ୍ତ ବିଶ୍ବାଳଙ୍କ ପ୍ରତିଭାକୁ ମନେପକାଇଲେ ଛାତ୍ର ଛାତ୍ରୀ ଓ ଶିକ୍ଷକ, ଶିକ୍ଷୟତ୍ରୀ
  • >>
  • ଦୁଇଟି ମଟର ସାଇକେଲ ମଧ୍ୟରେ ମୁହାଁମୁହିଁ ଧକ୍କା,ଦୁଇ ମୃତ୍ୟୁ
  • >>
  • ସାପ କାମୁଡ଼ାରେ ଜଣେ ମୃତ, ଜଣେ ଗୁରୁତର
  • >>
  • ଆନନ୍ଦ ସଙ୍ଗୀତାୟନ ର ୯୧ ତମ ଭଞ୍ଜ ସଂଗୀତ ଆସର
  • >>
  • ଖୁଣ୍ଟୁଲିପାଲି ଛକ ଠାରେ ବିଶୁଦ୍ଧ ଥଣ୍ଡା ପାନୀୟ ଜଳ ର ପ୍ରକଳ୍ପ ଉଦଘାଟନ
  • >>
  • ବର୍ଷାରେ ବେହାଲ ଜଟଣୀ, ନର୍ଦ୍ଦମା ଜଳରେ ଉବୁଟୁବୁ "ସୀତାରାମ ଛକ ; ସହରର ଡ୍ରେନ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଷୁଡିପଡିଛି
  • >>
  • ପୌର ଉପାଧ୍ୟକ୍ଷାଙ୍କୁ ଅଧ୍ୟକ୍ଷଙ୍କ ଅଣଦେଖା ; ପ୍ରତିବାଦରେ ଉପାଧ୍ୟକ୍ଷାଙ୍କ ଧାରଣା : ଧାରଣାର ୪ ଘଣ୍ଟା ପରେ ଧାରଣରୁ ଓହରିଲେ ଉପାଧକ୍ଷା
  • >>
  • ଗଞ୍ଜେଇ ଚୋରା ଚାଲାଣ ବେଳେ ୪ ଗିରଫ କରିଛି ପୋଲିସ
  • >>
  • ଦକ୍ଷିଣ ଘୁମୁସର ବନଖଣ୍ଡ ପକ୍ଷରୁ ମେଗା ରକ୍ତଦାନ ଶିବିର - ୧୦୧ ୟୁନିଟ୍ ରକ୍ତ ସଂଗ୍ରହ
  • >>
  • ଓଟିଇଟି ପରୀକ୍ଷା ପ୍ରତ୍ୟାହାର ଦାବି ନେଇ ପ୍ରାଥମିକ ଶିକ୍ଷକ ସଂଘର ଏକ ଦାବିପତ୍ର
  • ନବଜାତ ଶିଶୁ କନ୍ୟା ବୁଦା ମୂଳରୁ ଉଦ୍ଧାର

    ଡେଲାଙ୍ଗ -----  ଡେଲାଙ୍ଗ ଥାନା ଅନ୍ତର୍ଗତ ଜେନାପୁର ରେଳ ଷ୍ଟେସନ ରାସ୍ତା ତଥା ଶ୍ରୀପତିପୁର ଗ୍ରାମ ରାସ୍ତା କରରେ ଏକ ବୁଦା ମୂଳରେ  ନବଜାତ ଶିଶୁ କନାରେ  ଗୁଡା ହୋଇ ଥୁଆ ହୋଇଥିଲା । ମାତ୍ର ସେହି ରାସ୍ତାରେ ଲୋକମାନେ ଯିବା ଆସିବା କରିବା ସମୟରେ ହଠାତ ନବ ଜାତ ଶିଶୁ କନ୍ୟାଟି କାନ୍ଦିି ଉଠିଥିଲା । ପିଲାର କାନ୍ଦ ଶୁଣି ଲୋକମାନେ ସେଠାକୁ ଯାଇ ଦେଖିଥଲେ । ଏହି ଖବର ପ୍ରସାରିତ ହେବା ପରେ ସେଠାରେ ଲୋକମାନଙ୍କର ଗହଳି ଲାଗିଥିଲା । କିଛି ଯୁବକ ତୁରନ୍ତ ପୁରୀ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମନୋଜ କୁମାର ତ୍ରିପାଠୀଙ୍କ ସହିତ ଯୋଗାଯୋଗ କରିଥିଲେ । ଏବଂ ତାଙ୍କ କଥା ଅନୁସାରେ ପିଲାଟିର ସୁରକ୍ଷା ପାଇଁ ସେଠାରୁ ଉଠାଇ ଆଣିଥିଲେ । କିଛି ସମୟ ପରେ ଚାଇଲିଡ ଆଇନ ନିର୍ଦ୍ଦେଶକ ଦେବାଶିଷ ରଥ ଓ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ତ୍ରିପାଠୀ ଓ ଡେଲାଙ୍ଗ ଥାନା ଘଟଣା ସ୍ଥଳରେ ପହଞ୍ଚ ନବଜାତ କନ୍ୟା ଶିଶୁ ଟିକୁ ରଖିଥବା ଲୋକ ଠାରୁ ଗ୍ରହଣ କରିଥିଲେ । । ଶିଶୁଟିର ଚିକିତ୍ସା ପାଇଁ ପୁରୀ ଜିଲ୍ଲା ଶିଶୁ ବିଭାଗ ୱାର୍ଡରେ ଭର୍ତ୍ତି କରାଯାଇଛି । ପିଲାଟିର ସ୍ୱାସ୍ଥ୍ୟ ଅବସ୍ଥା ଭଲ ଥିବାର ଜିଲ୍ଲା ସୁରକ୍ଷା ଅଧିକାରୀ ଶ୍ରୀ ତ୍ରିପାଠୀଙ୍କ ଠାରୁ ସୁଚନା ମିଳିଛି । ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି

    Blog Archive

    Popular Posts