Breaking News

ରେଲୱେ ପ୍ରୋଟେକସନ ଫୋର୍ସ (ଆରପିଏଫ୍) କର୍ମଚାରୀଙ୍କ ଉତ୍ତମ କାର୍ଯ୍ୟ ସମ୍ପାଦନ


ଜଟଣୀ ----- ପାଣ୍ଡେମିକ୍ କରୋନା ଭାଇରସ୍ ପରିସ୍ଥିତି ସମୟରେ, ପୂର୍ବ ତଟ ରେଳବାଇର ରେଳ ସୁରକ୍ଷା ବଳ (ଆରପିଏଫ୍), ଖୋର୍ଦ୍ଧା ରୋଡ୍ ଡିଭିଜନ୍ ଯାତ୍ରୀ ଏବଂ ରେଳ ସମ୍ପତ୍ତିର ସୁରକ୍ଷା ତଥା ନିରାପତ୍ତା ପାଇଁ ଦିନରାତି ଆନ୍ତରିକତାର ସହ କାର୍ଯ୍ୟ କରୁଛନ୍ତି। କୋଭିଡ--୧୯ ସ୍ୱାସ୍ଥ୍ୟ ପ୍ରୋଟୋକଲ୍  ମାନି  ପରୀକ୍ଷଣ ସମୟରେ ମଧ୍ୟ ଅଗ୍ରଭାଗରେ କାର୍ଯ୍ୟ କରୁଛନ୍ତି |  ସମ୍ପ୍ରତି ଖୋର୍ଦ୍ଧା ରୋଡ୍ ଡିଭିଜନର ଆରପିଏଫ୍ କର୍ମଚାରୀମାନେ ଟ୍ରେନରୁ ମିଳିଥିବା ଯାତ୍ରୀଙ୍କ ସୁନା / ରୂପା ଅଳଙ୍କାର, ମୋବାଇଲ୍ ଫୋନ୍ ଇତ୍ୟାଦି ସଂପୃକ୍ତ ଯାତ୍ରୀଙ୍କୁ
ହସ୍ତାନ୍ତର କରି ନିଜର ସାଧୁତା ପ୍ରଦର୍ଶନ କରି ଆସୁଛନ୍ତି । 
 ଜଟଣୀରୁ ---ରଙ୍ଗନାଥ ବେହେରା 

Blog Archive

Popular Posts