Breaking News

ରାହାମା ପ୍ରେସ୍ କ୍ଲବର ସାଧାରଣ ସଭା

ଜଗତସିଂହପୁର--ରାହାମା ପ୍ରେସ୍ କ୍ଲବର ଏକ ସାଧାରଣ ସଭା ସଭାପତି ମାନସ ମହାନ୍ତିଙ୍କ ଅଧ୍ୟକ୍ଷତାରେ ରାହାମାସ୍ଥିତ ବିଜୁ ପଟ୍ଟନାୟକ ପ୍ରତିମୂର୍ତ୍ତି ନିକଟରେ ଅନୁଷ୍ଠିତ ହୋଇଯାଇଛି । ଶିଳ୍ପ ପ୍ରଗତି ର ସମ୍ପାଦକ ତଥା ବରିଷ୍ଠ ସାମ୍ବାଦିକ ନୃସିଂହ ଚରଣ ବାରିକ,କାଳାନ୍ତର ର ପ୍ରମୋଦ ମଲ୍ଲିକ ଓ ସମ୍ବାଦ ର ସ୍ଥାନୀୟ ପ୍ରତିନିଧି ଦୀପ୍ତି ରଂଜନ ମହାନ୍ତିଙ୍କୁ ଆନୁଷ୍ଠାନିକ ଭାବେ ପ୍ରେସ୍ କ୍ଲବର ସଦସ୍ୟ ରୂପେ ସର୍ବସମ୍ମତି ଭାବେ ଗ୍ରହଣ କରାଯାଇଥିଲା । ଆଜିର ଏହି ସଭାରେ ସମ୍ପାଦକ ଶ୍ରୀକାନ୍ତ ଦାସ,ଆଇନ୍ ପରାମର୍ଶ ଦାତା ଟୁକନ ସେଠୀ,ଉପଦେଷ୍ଟା ସୁନାକର ବେହେରା,ଯଜ୍ଞେଶ୍ବର ଦଳାଇ, ବିଜୟ କୁମାର ସ୍ବାଇଁ,ନିର୍ଲିପ୍ତ ଦାସ,ସିଦ୍ଧାର୍ଥ ଶଙ୍କର ସ୍ବାଇଁ,ଶରତ ଦାସ ପ୍ରମୁଖ ସଦସ୍ୟ ଉପସ୍ଥିତ ରହି ନିଜସ୍ୱ ମତ ରଖିଥିଲେ । ଜଗତସିଂହପୁର ରୁ ପ୍ରଳୟ କୁମାର ମହାପାତ୍ର

Blog Archive

Popular Posts