Breaking News

ଦିବ୍ୟାଙ୍ଗ ଯୁବତୀଙ୍କ ୫ ମାସର ଅନ୍ତସ୍ୱର୍ତ୍ତା ; ଯୁବକ ଗିରଫ

ସାକ୍ଷୀଗୋପାଳ ---   ସତ୍ୟବାଦୀ ଥାନା  ଅନ୍ତର୍ଗତ ଅଳଗୁମ ଗ୍ରାମ ପଞ୍ଚାୟତର ଜଣେ ଦିବ୍ୟାଙ୍କ ଯୁବତୀଙ୍କ ସହ ଅଳଗୁମ ଇଷାଣପଡା ଗ୍ରାମର ଦୀପ୍ତି ରଞ୍ଜନ ବିଶ୍ୱାଳବିବାହ ପ୍ରତିଶ୍ରୁତି ଦେଇ ପ୍ରେମ ସମ୍ପର୍କ ଗଡିଥିଲା । ଯୁବତୀ ଜଣଙ୍କ ୫ ମାସର ଗର୍ଭବତୀ ହେବା ପରେ ବିବାହ କରିବାକୁ ଅରାଜି ହେବାରୁ ଶେଷରେ ନ୍ୟାୟ ପାଇବା ପାଇଁ ଯୁବତୀ ସତ୍ୟବାଦୀ ଥାନାର ଆଶ୍ରୟ ନେଇଛନ୍ତି । ତାଙ୍କ ଅଭିଯୋଗ କ୍ରମେ ସତ୍ୟବାଦୀ ଥାନା ଆଇଆଇସି ଦେବୀ ପ୍ରସାଦ ପାତ୍ର ୨୫୦/୨୦ରେ ଏକ କେସରୁଜ କରି ଅଳଗୁମ ଇଷଣାପଡା ଗ୍ରାମର ଦୀପ୍ତି ରଞ୍ଜନ ବିଶ୍ୱାଳଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି । 
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts