Breaking News

ନାବାଳିକାଙ୍କୁ ଘରେ ରଖିଥିବା ଅଭିଯୋଗରେ ଯୁବକ ଗିରଫ

 ସାକ୍ଷୀଗୋପାଳ ---- ତ୍ୟବାଦୀ ଥାନା ଅନ୍ତର୍ଗତ ଶୁକଳ ଗ୍ରାମ ପଞ୍ଚାୟତର ଜଣେ ନା ବାଳିକାଙ୍କୁ ଏକୁଟିଆ ପାଇ ଘରେ ରଖିଥବା ଅଭିଯୋଗ ନିଜେ ନାବାଳିକା ଜଣଙ୍କ ଥାନାରେ ଅଭିଯୋଗ କରିଛନ୍ତି । ନାବାଳିକାଙ୍କ ଅଭିଯୋଗ କ୍ରମେ ସତ୍ୟବାଦୀ ପୋଲିସ ୨୪୯/୨୦ ରେ ଏକ କେସରୁଜ କରି ଶୁକଳ ବଡପଡା ଗ୍ରାମର ବାଟୁଆ ପ୍ରଧାନଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଥିବା ଥାନା ଆଇଆଇସି ଦେବୀ ପ୍ରସାଦ ପାତ୍ରଙ୍କ ଠାରୁ ପ୍ରକାଶ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି 

Blog Archive

Popular Posts