Breaking News

ନିମାପଡା କ୍ରିକେଟ ଆସୋସିଏସନ ପ୍ରେସ ମିଟ


J sheti
Nimapada
ପୁରୀ ------ପୁରୀ ଜିଲ୍ଲା ନିମାପଡା ବାରବାଟୀ ପଡିଆ ରେ ରାଜ୍ୟସ୍ତରୀୟ ୧୧ତମ ନିମାପଡା କପ ଓ ୮ ମ କିଶୋର ପଣ୍ଡା ମେମୋରିଆଲ କ୍ରିକେଟ  ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବ । ଜାନୁଆରୀ ୫ତାରିଖରେ ଆରମ୍ଭ ହୋଇ ୧୨ତାରିଖରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ । ମ୍ୟାଚ କୁ ଅଧିକ ସରସ ସୁନ୍ଦର କରିବା ପାଇଁ ଚିଅର ଗାରଲ, ଏଲିଡି ପରଦା,ମେଲୋଡି ପ୍ରଭୁତି ବ୍ୟବସ୍ଥା ରହିବା ନେଇ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି ।  ନିମାପଡା କ୍ରିକେଟ ଆସୋସିଏସନ ର ସମ୍ପାଦକ ଅକ୍ଷୟ ବେହେରା, ଆସୋସିଏସନ ଉପଦେଷ୍ଟା ସତେନ୍ଦ୍ର ମୋହନ ମହାନ୍ତି, ଅୟସ କାନ୍ତ ମିଶ୍ର, ରଞ୍ଜନ ବେହେରା ପ୍ରମୁଖ ପ୍ରକାଶ କରି ଥିଲେ ।
 ପୁରୀ ରୁ ଜୟନ୍ତ କୁମାର ସେଠୀ

Blog Archive

Popular Posts