Breaking News

ବିଶେଶ୍ୱର ପାଣି ପଞ୍ଚାୟତର ଚକ କମିଟି ମନୋନୟନ ପ୍ରକିୟା ଆରମ୍ଭ


ଡେଲାଙ୍ଗ-- ଡେଲାଙ୍ଗ ଜଳସେଚନ ବିଭାଗ ଅଧିନରେ ଥିବା ସାକ୍ଷୀଗୋପାଳ ବ୍ରାଞ୍ଚ କେନାଲର୨୦ନଂ ବିଶେଶ୍ୱର ପାଣି ପଞ୍ଚାୟତ ଚକ  କମିଟି ମନୋନୟନ ପ୍ରକିୟା କାର୍ଯ୍ୟ ଆରମ୍ଭ ହୋଇଯାଇଛି । ରାଜ୍ୟ ସରକାରଙ୍କ ନୂତନ ନିୟମ ଅନୁଯାୟୀ ପ୍ରତି କମିଟିରେ ୩୩ ଭାଗ ମହିଳା ରହିବେ । ଏହି ଅବସରରେ ଡେଲାଙ୍ଗ ଜଳ ସେଚନ ବିଭାଗର ଜେଇ ଶିସିରକାନ୍ତ ସାହୁ ଚକ କମିଟି ସଦସ୍ୟ ସଦସ୍ୟା ମାନଙ୍କୁ ସେମାନଙ୍କ କାର୍ଯ୍ୟବଳୀ ସମ୍ପର୍କରେ ଅବଗତ କରାଇଥିଲେ  । ଏବଂ ସେମାନେ ଉକ୍ତ ଚକ ସେଠରେ ସଦସ୍ୟ ହେବା ପାଇଁ ଆବଶ୍ୟକୀୟ ଦସ୍ତାବିଜ ଦାଖଲ କରିଥିଲେ  । ି ପୁରୀ ଡିଭିଜିନ କର୍ମଚାରୀ ପ୍ରକାଶ ଚନ୍ଦ୍ର ମହାନ୍ତି କମିଟିର ସଦସ୍ୟ ମାନଙ୍କର କାଭଗଜପତ୍ର ତନଖି କରିଥିଲେ  ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି 

Blog Archive

Popular Posts