Breaking News

ନା ବାଳିକାକୁ ଅପହରଣ ଅଭିଯୋଗରେ ଯୁବକ ଗିରଫ

 ସାକ୍ଷୀଗୋପାଳ ----  ସତ୍ୟବାଦୀ ଥାନାରେ ଜଣେ ନା ବାଳିକାକୁ ଅପହରଣ କରିଥିବା ନେଇ ନା ବାଳିକାର ବାପା ଥାନାରେ ଅଭିଯୋଗ କରିଥିଲେ  । ସତ୍ୟବାଦୀ ପୋଲିସ କୌଣସି ସୁତ୍ରରୁ ଖବର ପାଇ ଗୁରୁବାର ନୁଆଗାଁ ଗ୍ରାମରୁ ଯୁବତୀଙ୍କୁ ଉଦ୍ଦାର କରିଛନ୍ତି ।  ଅପହରଣ କରିଥିବା ନେଇ ସେଇ ଗ୍ରାମର ଅନନ୍ତ ବାରିକଙ୍କ ପୁଅ ଅକ୍ଷୟ ବାରିକଙ୍କୁ ଗିରଫ କରି ସାକ୍ଷୀଗୋପାଳ ମେଡିକାଲରେ ଚେକଅପ କରି ଆଜି କୋର୍ଟକୁ ପଠାଇଥିବା ଥାନା ଆଇଆଇସି ଶଙ୍କୁନ୍ତଳା ପତିଙ୍କ ଠାରୁ ସୁଚନା ମିଳିଛି ।
 ସାକ୍ଷୀଗୋପାଳରୁ ପୂର୍ଣ୍ଣନନ୍ଦ ତ୍ରିପାଠୀ

Blog Archive

Popular Posts