ସାକ୍ଷୀଗୋପାଳ----ସାକ୍ଷୀଗୋପାଳ ବିଦ୍ୟୁତ ବିଭାଗ ପକ୍ଷରୁ କୁହାଯାଇଛି ଯେ କାଲି ୩୩କେବି ରକ୍ଷାଣ ବେକ୍ଷଣ ପାଇଁ ସକାଳ ୮ଘଟିକା ଠାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ବିଦ୍ୟୁତ କାଟ ହେବ ବୋଲି ଡ଼ାକବାଜି ଦ୍ବାରା ଘୋଷଣା କରାଯାଇଛି । ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି