Breaking News

ନୁଆବର୍ଷରେ ଶ୍ରୀମନ୍ଦିରରେ ନୁଆ ଢ଼ଙ୍ଗରେ ହେବ ଦର୍ଶନ

ପୁରୀ ---- ପୁରୀ ଶ୍ରୀ ମନ୍ଦିରରେ ଆସନ୍ତା ୨୦୨୦ ନୁତନ ବର୍ଷରେ ନୂଆ ଢ଼ଙ୍ଗରେ ଠାକୁରଙ୍କୁ ଦର୍ଶନ କରିବା ପାଇଁ କରାଯାଇଛି ନିୟମ  । ଏଥିପାଇଁ ସିଂହଦ୍ୱାର ଚତୁଃପାଶ୍ୱର୍ ଓ ସୌନ୍ଦର‌୍ୟ୍ୟକରଣ କାମ ଜୋରସୋର ଚାଲିଛି । ସିଂହଦ୍ୱାରରେ ସବୁଜ ବଳୟ ସୃଷ୍ଟି କରିବା ସହ ଧାଡି ଦର୍ଶନ ବ୍ୟବସ୍ଥା ପାଇଁ ନୁଆ ସାମିଆନା ଓ ଲୁହା ବ୍ୟାରିକେଡର ବ୍ୟବସ୍ଥା କରାଯିବା ପାଇଁ ଚାଲିଛି ଯୋଜନା  ।  ବଡଦାଣ୍ଡରେ ବିଭିନ୍ନ ଫୁଲଗଛ ରଖାଯିବ, ପର୍ଯ୍ୟଟକ ମାନଙ୍କ ପାଇଁ ସିଂହଦ୍ୱାର ନିକଟରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବା ପାଇଁ ଚାଲିଛି ଯୋଜନା ବୋଲି ଜଣାପଡିଛି ।
ପୁରୀରୁ ଜୟନ୍ତ କୁମାର ସେଠୀ
 j sehti
Puri

Blog Archive

Popular Posts