Breaking News

କାୟାକଳ୍ପ ଟିମ ସାକ୍ଷୀଗୋପାଳ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କଲେ

 


 ସାକ୍ଷୀଗୋପାଳ---- ରାଜ୍ୟ ସରକାରଙ୍କ କାୟାକଳ୍ପ ଟିମର ସଦସ୍ୟ ଡ.ସନ୍ଦୀପନା ମିଶ୍ର, ଡ.ଆଶାଲତା ପତିଙ୍କ ସହିତ ସୌମ୍ୟଶ୍ରୀ ମହାପାତ୍ର  ସାକ୍ଷୀଗୋପାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପରିଦର୍ଶନ କରିଛନ୍ତି ।  ସେମାନଙ୍କ ସହିତ ଡିପିଏମ ଟି ନାରୟଣ ରାଓ, ଏମ କ୍ୱାଲିଟ କଣ୍ଟୋଲ କସ୍ତୁରୀ ପିୟମ୍ବଦା ଉପସ୍ଥିତ ରହିଥିଲେ । ସ୍ୱାସ୍ଥ୍ୟ କେନ୍ଦ୍ରର ସପାସୁତରା, ବଜ୍ୟବସ୍ତୁ ପରିଚାଳନା, ଫୁଲ ଓ ଔଷଧୀୟ ବଗିଚା, ପାଚେରୀ, ସ୍ୱାସ୍ଥ୍ୟ କାନ୍ଥ, ପରିଚାଳନା, ରୋଗୀସେବା ସହିତ ବିଭିନ୍ନ ଦିଗ ଉପରେ ମାକିଙ୍ଗି କରିଥିଲେ । ଏହି ସମୟରେ ଅଳଗୁମ ସ୍ୱାସ୍ଥ୍ୟ କେନ୍ଦ୍ରର ମୁଖ୍ୟ  ଡ. ବିଶ୍ୱଜିତି ମିଶ୍ର, ସାକ୍ଷୀଗୋପାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରମୁଖ୍ୟ ଡ. ଦେବାଶିଷ ନାୟକ, ଡ. ବାସନ୍ତୀ ନାୟକ, ଡ. ପୀତମ ବାଗ,ଫାର୍ମସିଷ୍ଟ ସୁରେଶ ଚନ୍ଦ୍ର ନନ୍ଦ, ବିପିଏମ ଜ୍ୟୋତି ରଞ୍ଜନ ଶତପଥୀ, ବିଇଓ କ୍ଷେତ୍ରମଣୀ ସେଠୀ, କୁନିସେଠୀଙ୍କ ସହିତ ସ୍ୱାସ୍ଥ୍ୟ କେନ୍ଦ୍ରର କର୍ମଚାରୀ ମାନେ ସ୍ୱାଗତ କରିବାସହ ସହଯୋଗ କରିଥିଲେ । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୭/୨/୨୦୨୪---୭,୧୦  Sakhigopal News, 17/2/2024

Blog Archive

Popular Posts