Breaking News

ଶିକ୍ଷକ ନୂତନ ପେନସନ ସଂଘର କର୍ମକର୍ତ୍ତା ଚୟନ

 ସାକ୍ଷୀଗୋପାଳ ----- ସତ୍ୟବାଦୀ ବାଳିକା ଉଚ୍ଚ ବିଦ୍ୟାଳୟ ରେ ସତ୍ୟବାଦୀ ପ୍ରାଥମିକ ଶିକ୍ଷକ (NPS) ମାନଙ୍କର  ସଂଗଠନର ସଭାପତି ଅଜୟ କୁମାର ପ୍ରଧାନ ଙ୍କ ଅଧକ୍ଷତା ରେ ପୁନର୍ଗଠନ ହୋଇଯାଇଛି । ଏହି ମନୋନୟନ ପ୍ରକ୍ରିୟାରେ ଶତାଧିକ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ । ନୂତନ ଭାବେ ସଭାପତି ଶ୍ରୀ ସୁନୀଲ କୁମାର ବେହେରା, ସାଧାରଣ ସମ୍ପାଦକ ସୁମନ୍ତ କୁମାର ପାଲ, ଉପସଭାପତି ଜଗଶିକ୍ଷକ ନୂତନ ପେନସନ ସଂଘର କର୍ମକର୍ତ୍ତା ଚୟନ ସାକ୍ଷୀଗୋପାଳ ୧୦।୨(ସମିସ) ସତ୍ୟବାଦୀ ବାଳିକା ଉଚ୍ଚ ବିଦ୍ୟାଳୟ ରେ ସତ୍ୟବାଦୀ ପ୍ରାଥମିକ ଶିକ୍ଷକ (NPS) ମାନଙ୍କର  ସଂଗଠନର ସଭାପତି ଅଜୟ କୁମାର ପ୍ରଧାନ ଙ୍କ ଅଧକ୍ଷତା ରେ ପୁନର୍ଗଠନ ହୋଇଯାଇଛି । ଏହି ମନୋନୟନ ପ୍ରକ୍ରିୟାରେ ଶତାଧିକ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ । ନୂତନ ଭାବେ ସଭାପତି ଶ୍ରୀ ସୁନୀଲ କୁମାର ବେହେରା, ସାଧାରଣ ସମ୍ପାଦକ ସୁମନ୍ତ କୁମାର ପାଲ, ଉପସଭାପତି ଜଗନ୍ନାଥ ପ୍ରଧାନ ଏବଂ ସୁଜାତା ଦେବୀ ରହିଥିବା ବେଳେ ସହ ସମ୍ପାଦକ ଭାବେ ଅଜୟ କୁମାର ରାଉତରାୟ ଏବଂ ଲୋଭାମଣି ପ୍ରଦାନ, କୋଷାଧକ୍ଷ ସମୀର ସିଂହ, ସମୀକ୍ଷକ ଶାଶ୍ଵତୀ ଦାଶ, ଜିଲ୍ଲା ପ୍ରତିନିଧି ଦିବ୍ୟରଞ୍ଜନ ଦାଶ, ଗଣମାଧ୍ୟ୍ୟମ ପ୍ରତିନିଧି ପ୍ରକାଶ ସେଠି ମନୋନୟନ ହୋଇଛନ୍ତି । 
 ସତ୍ୟବାଦୀ ମଣ୍ଡଳର ବରିଷ୍ଠ ଶିକ୍ଷକ ଶିକ୍ଷୟିତ୍ରୀ ଯଥା ସୋମନାଥ ନନ୍ଦ, ପ୍ରହଲ୍ଲାଦ ଦାଶ, ସନ୍ତୋଷ ତ୍ରିପାଠୀ, ବିଶାଖା ଦେବୀ, ବନ୍ଦନା ମହାପାତ୍ର ପର୍ଯ୍ୟବେକ୍ଷକ ଭାବେ ଦାଇତ୍ୱ ନେଇ ନିର୍ବାଚନ କାର୍ଯ୍ୟ ପରିଚାଳନା କରିବା ସହ ନବ ନିର୍ବାଚିତ ପ୍ରତିନିଧି ମାନଙ୍କୁ ଶପଥ ପାଠ କରାଇ ଥିଲେ । ଏହି କାର୍ଯ୍ୟ କ୍ରମରେ ନୂତନ ସଭାପତି ଭାବେ ୧୧ ଜଣ ନୂତନ ଭାବେ କ୍ୟାଡର ଭୁକ୍ତ ହୋଇଥିବା ଶିକ୍ଷକ ଭାଇଭଉଣୀମାଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ନ୍ନାଥ ପ୍ରଧାନ ଏବଂ ସୁଜାତା ଦେବୀ ରହିଥିବା ବେଳେ ସହ ସମ୍ପାଦକ ଭାବେ ଅଜୟ କୁମାର ରାଉତରାୟ ଏବଂ ଲୋଭାମଣି ପ୍ରଦାନ, କୋଷାଧକ୍ଷ ସମୀର ସିଂହ, ସମୀକ୍ଷକ ଶାଶ୍ଵତୀ ଦାଶ, ଜିଲ୍ଲା ପ୍ରତିନିଧି ଦିବ୍ୟରଞ୍ଜନ ଦାଶ, ଗଣମାଧ୍ୟ୍ୟମ ପ୍ରତିନିଧି ପ୍ରକାଶ ସେଠି ମନୋନୟନ ହୋଇଛନ୍ତି । 
 ସତ୍ୟବାଦୀ ମଣ୍ଡଳର ବରିଷ୍ଠ ଶିକ୍ଷକ ଶିକ୍ଷୟିତ୍ରୀ ଯଥା ସୋମନାଥ ନନ୍ଦ, ପ୍ରହଲ୍ଲାଦ ଦାଶ, ସନ୍ତୋଷ ତ୍ରିପାଠୀ, ବିଶାଖା ଦେବୀ, ବନ୍ଦନା ମହାପାତ୍ର ପର୍ଯ୍ୟବେକ୍ଷକ ଭାବେ ଦାଇତ୍ୱ ନେଇ ନିର୍ବାଚନ କାର୍ଯ୍ୟ ପରିଚାଳନା କରିବା ସହ ନବ ନିର୍ବାଚିତ ପ୍ରତିନିଧି ମାନଙ୍କୁ ଶପଥ ପାଠ କରାଇ ଥିଲେ । ଏହି କାର୍ଯ୍ୟ କ୍ରମରେ ନୂତନ ସଭାପତି ଭାବେ ୧୧ ଜଣ ନୂତନ ଭାବେ କ୍ୟାଡର ଭୁକ୍ତ ହୋଇଥିବା ଶିକ୍ଷକ ଭାଇଭଉଣୀମାଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧୧/୨/୨୦୨୪----୭,୩୦ Sakhigopal News,11/2/2024

Popular Posts