>>
  • ଭଞ୍ଜନଗର ରୋଟାରୀ କ୍ଳବର ୧୮ ତମ ଅଧିଷ୍ଠାନ ଦିବସ ପାଳିତ
  • >>
  • ଗାଲେରୀ ପାଠଶାଳାର ତୃତୀୟ ବାର୍ଷିକ ଉତ୍ସବ ପାଳିତ
  • >>
  • ୟୁବି ହାଇସ୍କୁଲରେ ବନ ମହୋତ୍ସବ ପାଳନ : “ଏକ୍ ପେଡ୍ ମାଁ କେ ନାମ୍ “ ଅନୁଷ୍ଠିତ
  • >>
  • ତ୍ୟାଗମୟ ଜୀବନ ଏକ ଆଦର୍ଶ, ଦୟାନନ୍ଦଙ୍କ ଜୀବନ ଦର୍ଶନ ମାଟି ପାଇଁ ଏକ ଉପାଦାନ
  • >>
  • ସାକ୍ଷୀଗୋପାଳ - ମନ୍ଦିର ରାସ୍ତାରେ ରେଳ ଓଭରବ୍ରିଜ ନିର୍ମାଣ ପାଇଁ ପୁଣି ଜମି ଅଧିଗ୍ରହଣ ପାଇଁ ସର୍ଭେ ଆରମ୍ଭ
  • >>
  • ରାଷ୍ଟ୍ର ନିର୍ମାଣରେ ଯୁବ ପ୍ରସ୍ତୁତି ପ୍ରଶିକ୍ଷଣ ଶିବିର ;ସ୍ୱାସ୍ଥ୍ୟ ପ୍ରତି ଯତ୍ନ ହୁଅ
  • >>
  • ସିଏସବି ଜିଲ୍ଲା ସ୍କୁଲରେ ସମ୍ବର୍ଦ୍ଧନା ଓ ମାର୍ଗଦର୍ଶନ କାର୍ଯ୍ୟକ୍ରମ
  • >>
  • ଖୋର୍ଦ୍ଧା ରୋଡ୍ ରେଳ ମଣ୍ଡଳ ପକ୍ଷରୁ ବିଶ୍ୱ ଜନସଂଖ୍ୟା ଦିବସ ପାଳିତ
  • >>
  • ଅଗ୍ନି ବିପନ୍ନଙ୍କୁ ଗୃହ କାଯ୍ୟାଦେଶ ବଣ୍ଟନ କଲେ ବିଧାୟକ
  • >>
  • ଆଇଆଇଏମ୍ ସମ୍ବଲପୁର ପକ୍ଷରୁ ଜାତୀୟ ଡିଜିଟାଲ୍ ଲାଇବ୍ରେରି କର୍ମଶାଳା ଆୟୋଜିତ
  • >>
  • ଜନ୍ମ ଦିନରେ ରକ୍ତ ଦାନ ଶିବିର ୪୩ ୟୁନିଟ୍ ସଂଗୃହୀତ
  • >>
  • କୁଦିଆରି ଆରଆଇ କାର୍ଯ୍ୟାଳୟ ଅନ୍ୟତ୍ର ସ୍ଥାନାନ୍ତରିତକୁ ନେଇ ଆନ୍ଦୋଳନ ପାଇଁ ସଜବାଜ
  • >>
  • ଏକ କୋଟି ରୁ ଅଧିକ ଟଙ୍କାର ରୂପା ଜବତ
  • >>
  • ଧନୁପାଲି ଶିଶୁ ବିଦ୍ୟାମନ୍ଦିର ପରିସରରେ ଗୁରୁ ପୂର୍ଣ୍ଣିମା ଦିବସ ପାଳିତ
  • >>
  • ସୁନୀତା ଛାଡିଲେ ବିଜେଡି, କଂଗ୍ରେସର ହାତ ଧରିଲେ , ଘରକୁ ଫେରିବା ପରେ କର୍ମୀମାନେ ଖୁସି
  • ଯୁବକଙ୍କ ବାଇକ୍ ରେ ଲିଫ୍ଟ ମାଗି ଯାଉଥିବା ବେଳେ , ଦୁର୍ଘଟଣା ରେ ଯୁବତୀ ମୃତ



    ଭଞ୍ଜନଗର –  ଜଣେ ଯୁବକଙ୍କ ବାଇକ୍ ରେ ଲିଫ୍ଟ ମାଗି ଆସୁଥିବା ବେଳେ, ରାସ୍ତାରେ ଦୁର୍ଘଟଣା ଘଟି ଯୁବତୀଙ୍କ ମୃତ୍ୟୁ ଘଟିଛି । ଭଂଜନଗର ଥାନା ଅନ୍ତର୍ଗତ ବେଡିଗୋବା ଗାଁ ନିକଟରେ ଘଟିଛ ଏଭଳି ଦୁର୍ଘଟଣା । ଗୁରୁତର ଅବସ୍ଥାରେ ଉଭୟ ଯୁବକ ଓ ଯୁବତୀଙ୍କୁ ଉଧାର କରି ଭଂଜନଗର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ତେବେ ଆହତ ଯୁବତୀକୁ ମୃତ ଘୋଷଣା କରିଥିଲେ ଡାକ୍ତର । ଯୁବତୀ ଜଣକ କନ୍ଧମାଳ ଅଞ୍ଚଳର ସୁନିତା ପ୍ରଧାନ ବୋଲି ଜଣାପଡିଛି । ଆହତ ବାଇକ୍ ଚାଳକ ଯୁବକକୁ ପ୍ରାଥମିକ ଚିକତ୍ସା ପରେ ଥାନାରେ ଅଟକ ରଖି ପଚରାଉଚରା କରୁଛି  ଭଂଜନଗର ପୋଲିସ । ଆହତ ହୋଇଥିବା ଯୁବକ ଜଣକ ସାରଙ୍ଗଡ ଅଞ୍ଚଳର ବିକ୍ରମ ବେହେରା । ପୋଲିସକୁ ଦେଇଥିବା ବୟାନ ପ୍ରକାରେ ଯୁବକ ଜଣକ ଫୁଲବାଣୀ ରୁ ବାଇକ୍ ଯୋଗେ  ଆସିକା ଅଭିମୁଖେ ଯାଉଥିଲା । କନ୍ଧମାଳ ଜିଲ୍ଲା କଳିଙ୍ଗା ନିକଟରେ ରାସ୍ତାରେ ଅପେକ୍ଷା କରିଥିବା ଯୁବତୀ ଜଣକ , ଲିଫ୍ଟ୍ ମାଗି ବାଇକ୍ ରେ ବସିଥିଲେ । ତେବେ ଭଂଜନଗର ଥାନା ଅନ୍ତର୍ଗତ ବେଡିଗୋବା ଗାଁ ନିକଟରେ , ବିପରୀତ ଦିଗରୁ ଆସୁଥିବା ଏକ ବାଇକ୍ ସହ ମୁହାଁମୁହିଁ ଧକ୍କା ହେବାରୁ , ଏଭଳି ଦୁର୍ଘଟଣା ଘଟିଥିଲା ବୋଲି ଜଣାପଡ଼ିଛି। ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୭/୨/୨୦୨୪-----୯,୪୫ Sakhigopal News,27/2/2024

    Blog Archive

    Popular Posts