>>
  • କ୍ରାନ୍ତିପଡା ରେ ନଳକୂଅ ଦୀର୍ଘ ଦିନ ହେଲା ଅଚଳ
  • >>
  • ବିଦ୍ୟାଳୟ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି
  • >>
  • ଭାଗବତରେ ସମାଜ ଶିକ୍ଷା : ଆଲୋଚନା ଚକ୍ର ଅନୁଷ୍ଠିତ
  • >>
  • ମାଫିଆଙ୍କ ଲୋଲୁପ ଦୃଷ୍ଟିରୁ ବର୍ତ୍ତୀ ପାରୁନାହିଁ ସରକାରି ଜମି ; ସାମାଜିକ ଅନୁଷ୍ଠାନର ଜମି ଜବରଦଖଲ ଅଭିଯୋଗ
  • >>
  • ବାଳିକା ସଚେତନତା ଶିବିର ଅନୁଷ୍ଠିତ
  • >>
  • ଜଟଣୀରେ ଜଳ ଯୋଗାଣ ବିପର୍ଯ୍ୟସ୍ଥ ; ବର୍ଷା ଦିନେ ଆସୁଛି ଗୋଳିଆ ପାଣି
  • >>
  • ୭୯ ତମ ସ୍ୱାଧୀନତା ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ
  • >>
  • ସାକ୍ଷୀଗୋପାଳ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ, ୨୫୩ ପ୍ରକଳ୍ପ ରୁ ୫୪ଟି ପ୍ରକଳ୍ପ ସଙ୍କୁଳସ୍ତରକୁ ମନୋନୀତ
  • >>
  • ଇଣ୍ଡିଆ ବୁକ୍ସ ଅଫ୍ ରେକର୍ଡସ୍ ରେ ସ୍ଥାନ ପାଇଲେ ୨୦ ମାସର ଶିଶୁକନ୍ୟା 'ଶ୍ରେୟାଶିଂ'
  • >>
  • ଆସାମୀକୁ ଗିରଫ କରିବା ଦାବିରେ ; ଗଡିଶାଗୋଦା ଥାନା ସମ୍ମୁଖରେ ମହିଳା ମାନେ ଧାରଣା ଦେଲେ
  • >>
  • ମନ୍ଦିରର ତାଲା ଭାଙ୍ଗି ଦୁବୁର୍ତ୍ତ ଠାକୁରାଣିଙ୍କ ଆଖି ତାଡିନେବା ସହିତ ସମସ୍ତ ଆସବାସପତ୍ର ଲୁଟିନେଲେ
  • >>
  • ଶିକ୍ଷକଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବ
  • >>
  • ବଡ଼ ଧରଣର ଜୁଆ ଆଡ୍ଡା ଉପରେ ଚଢ଼ଉ, ୧୯ ଗିରଫ
  • >>
  • ମାତିଲେଣି ଆତ୍ମ ଘୋଷିତ ସାମ୍ବାଦିକ , ମିଛ ଖବର ଛାପି ନିରୀହ ବ୍ୟକ୍ତିଙ୍କୁ କରୁଛନ୍ତି ବିଭ୍ରାଟ
  • >>
  • ଖୋର୍ଦ୍ଧାରୋଡ଼ ରେଳ ମଣ୍ଡଳରେ ଏଟିଭିଏମ ବ୍ୟବହାରରେ ପ୍ରଭାବଶାଳୀ ବୃଦ୍ଧି
  • ଶ୍ରୀ ହନୁମାନ ଓ ଲକ୍ଷ୍ମୀ, ଗଣେଶ ବିଗ୍ରହ ପ୍ରତିଷ୍ଠା ଉତ୍ସବ


    ବରଗଡ଼ ----  ବରଗଡ ଜିଲ୍ଲା ଭେଡେନ ବ୍ଲକ ସଂକ୍ରିଡା ପଞ୍ଚାୟତର ମେରଗେଟ ଟିକରା ଠାରେ ଶ୍ରୀ ହନୁମାନ ଓ ଲକ୍ଷ୍ମୀ, ଗଣେଶଙ୍କ ବିଗ୍ରହ ପ୍ରତିଷ୍ଠା ଉତ୍ସବ ଆରମ୍ଭ ହୋଇଯାଇଛି । ଏହି ଅବସରରେ ଅନୁଷ୍ଠିତ ଯଜ୍ଞ  ୨୯ ତାରିଖରେ ପୂର୍ଣ୍ଣାହୁତି ହେବ ।  ଏହି ବିଗ୍ରହ ପ୍ରତିଷ୍ଠା ଉତ୍ସବ ମୁଖ୍ୟ ପଣ୍ଡିତ ବଂଶୀଧର ମିଶ୍ର , ଦୁଃଖିଶ୍ଯାମ ମିଶ୍ର, ପ୍ରଣବ କୁମାର ମିଶ୍ର, ଜିତେନ୍ଦ୍ରିୟ ମିଶ୍ର ଓ ସହଯୋଗୀ ପଣ୍ଡିତ ମାନେ ପୂଜାର୍ଚ୍ଚନାରେ ଅଂଶଗ୍ରହଣ କରିଛନ୍ତି। ଆଜି କଳସ ଯାତ୍ରା ହୋଇଯାଇଛି, 
    ଏଥିରେ  ୫୦୧ଜଣ ମହିଳା କଳସ ଯାତ୍ରା ରେ ସାମିଲ ହୋଇଥିଲେ। ଏଥିରେ କର୍ତ୍ତା ଭାବରେ ପାଳଚେଲା ଦୁର୍ଗା ରାଓ, ପାଳଚେଲା ରାଧିକା, ପାଳଚେଲା କାସୀ ରାଓ, ପାଳଚେଲା ତୁଳସୀ, ପାସଲା ଶ୍ରୀନିବାସ, ପାସଲା ଲକ୍ଷ୍ମୀ କଲ୍ୟାଣୀ, ପାଳଚେଲା  ସତ୍ୟରାଜୁ, ପାଳଚେଲା ଆନନ୍ଦ ଲକ୍ଷ୍ମୀ, ପାଳଚେଲା ସୂର୍ଯ୍ୟ ରାଓ, ପାଳଚେଲା ମାଧବୀ ଦାୟିତ୍ବ ତୁଲାଉଛନ୍ତି। ଏଥିରେ ସମଗ୍ର ଅଞ୍ଚଳର ମହିଳା, ପୁରୁଷ ଜନସାଧାରଣ ସହଯୋଗ କରିଥିଲେ।
    ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୨୭/୨/୨୦୨୪----୯,୧୦ Sakhigopal News,27/2/2024

    Blog Archive

    Popular Posts