Breaking News

+2 ବିଜ୍ଞାନ ପରେ କଳା ରେ ମଧ୍ୟ ଶତକଡା ରେଜଲ୍ଟ କରିଛି ନୟାଗଡ଼ର ଡ଼. ଆର. ସି. ସାମନ୍ତରାୟ କଲେଜ

ନୟାଗଡ଼---- ଚଳିତ ବର୍ଷର ଯୁକ୍ତ ଦୁଇ କଳା ପରୀକ୍ଷା ଫଳ ପ୍ରକାଶ ପାଇଥିବା ବେଳେ ନୟାଗଡ଼ ଜିଲ୍ଲା ଗଣିଆ ବ୍ଳକ ରେ ଥିବା ଡ଼ . ରାମଚନ୍ଦ୍ର ସାମନ୍ତରାୟ  କଲେଜ ଶତକଡା ରେଜଲ୍ଟ  ସହ ଡ଼ ଆର . ସି. ସାମନ୍ତରାୟ ମହାବିଦ୍ୟାଳୟ କରିଛି । ୪୯ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ବେଳେ ସେଥି ମଧ୍ୟରୁ 10 ଜଣ ପ୍ରଥମ ଶ୍ରେଣୀ ରେ , 11ଜଣ ଦ୍ଵିତୀୟ ଶ୍ରେଣୀ ରେ ଏବଂ 28 ଜଣ ତୃତୀୟ ଶ୍ରେଣୀ ରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଏଥି ମଧ୍ୟରୁ
     1-  ସ୍ୱାଗତିକା ମନ୍ତ୍ରୀ(476) , 2- ଇନ୍ଦୁରେଖା ବେହେରା (465) , 3-ପ୍ରସନ୍ନ ପ୍ରଧାନ (430),  4- ପ୍ରଜ୍ଞାଶ୍ରୀ ପାତ୍ର ( 423), 5-ମୀନାକ୍ଷୀ ଦଳେଇ( 423)  । ନମ୍ବର ରଖି କୃତିତ୍ୱ ଅର୍ଜନ କରିଛନ୍ତି। ଏଥିରେ ଅଭିଭାବକ ମହଲ ଓ ବୁଦ୍ଧିଜୀବି ମହଲରୁ  ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡ଼. ମଳୟ କୁମାର ପଣ୍ଡାଙ୍କୁ ଏବଂ ତାଙ୍କର ଯୁବ ଅଧ୍ୟାପକ ଓ ଅଧ୍ୟାପିକା ମାନଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ର ସୁଅ ଛୁଟିଛି। ନୟାଗଡ଼ ରୁ ନିରଞ୍ଜନ ଦାସଙ୍କ ରିପୋର୍ଟ,୯/୬/୨୦୨୩---୯,୪୫ Sakhigopal News,9/6/2023

Blog Archive

Popular Posts